ଅନନ୍ତଙ୍କ ନାଁରେ ମାମଲା ହେଉ: ସାଲୁଜା
ଭୁବନେଶ୍ବର: ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ଜେନାଙ୍କ ନାମରେ ମାମଲା ଦାବି କଲେ ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା। ରାତି ଅଧରେ ବିଧାୟକ ଓ ଡିଏସପି ଯାଇ ଭୟଭୀତ କରିଛନ୍ତି। ଭୟମୀତ ହୋଇ ସେ ଆଉ ଓଡ଼ିଶାରେ ରହିବାକୁ ଚାହୁଁନାହାନ୍ତି ବୋଲି କହିଛନ୍ତି ଶ୍ରୀ ସାଲୁଜା। ରାତି ଅଧରେ ଭୟଭୀତ…