ଦୁର୍ଘଟଣାର ୨୦ ଘଣ୍ଟା ପରେ ଟ୍ରାକ୍ରେ…
ଓଏଲ୍ ବ୍ୟୁରୋ: ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାର ୨୦ ଘଣ୍ଟା ପରେ ଟ୍ରାକ୍ରେ ଗଡ଼ିଲା ଟ୍ରେନ୍। ଅପ୍ ଲାଇନ୍ରେ ଟ୍ରାଏଲ୍ ରନ୍ ପରେ ଚାଲିଲା ଏକ୍ସପ୍ରେସ ଟ୍ରେନ୍। ମରାମତି ପରେ ଅର୍ଥାତ ଅପରାହ୍ନ ୨ଟା ୩୬ ମିନିଟ୍ରେ ଚାଲିଲା ପ୍ରଶାନ୍ତି ଏକ୍ସପ୍ରେସ୍। ଏକ୍ସପ୍ରେସ ଟ୍ରେନ ଚାଲିବା ନେଇ ରେଲୱେ ସୂଚନା…