Odisha Link
Bridging the Missing Links in Odisha
Browsing Tag

Andhra Pradesh

ବିଷାକ୍ତ ଗ୍ୟାସ୍‌ ଲିକ୍: ୭ ମୃତ, ୧୭୦…

ବିଶାଖାପାଟଣା: ଆଜି ସକାଳୁ ଆନ୍ଧ୍ର ପ୍ରଦେଶର ବିଶାଖାପଟଣା ଏକ କେମିକାଲ ପ୍ଲାଣ୍ଟରେ ବିଶାକ୍ତ ଗ୍ୟାସ୍ ଲିକ୍ ହୋଇଛି। ଫଳରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭୦ ଜଣ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଶତାଧିକ ଲୋକ ଅସୁସ୍ଥ ହୋଇଥିବା ଖବର ମିଳିଛି। ସୂଚନାମୁତାବକ ଗୁରୁବାର ଭୋର ସମୟରେ ଗୋପାଳପଟ୍ଟନମ୍…

ଆନ୍ଧ୍ରରୁ ଫେରିବେ ୧୯୧୪ ଓଡ଼ିଆ: ଜଗନଙ୍କ…

ଭୁବନେଶ୍ବର: କରୋନା ଜନିତ ଲକ୍‌ଡାଉନ୍‌ କାରଣରୁ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଫସି ରହିଥିବା ଓଡ଼ିଆଙ୍କୁ ଘରକୁ ଫେରାଇ ଆଣିବା ଲାଗି ଆଜି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍‌ ରେଡ୍ଡୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯେଉଁମାନେ ଆନ୍ଧ୍ରରେ…

ତାବ୍‌ଲିଘି ଜମାତ୍‌: ଆନ୍ଧ୍ରପ୍ରଦେଶରେ ୪୦…

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଦେଶର ସର୍ବାଧିକ ଶୁଶୁ-କିଶୋର କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଆନ୍ଧ୍ରପ୍ରଦେଶରେ ୩ରୁ ୧୭ ବର୍ଷ ବୟସ ମଧ୍ୟରେ ୪୦ ଜଣଙ୍କ ଠାରେ କୋଭିଡ୍-୧୯ ପଜିଟିଭ୍‌ ମିଳିଥିବା ଜଣାପଡ଼ିଛି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରେ ୧୨୪ ଜଣ ମହିଳା ଅଛନ୍ତି। ସମସ୍ତ ଶିଶୁ ତାବ୍‌ଲିଘି ଜମାତ୍‌…

ପ୍ରତି ଘର ଯାଞ୍ଚ କରୁଛନ୍ତି ଆନ୍ଧ୍ର…

ହାଇଦ୍ରାବାଦ: କରୋନା ମୁକାବିଲା ପାଇଁ ଆନ୍ଧ୍ରପ୍ରଦେଶ ସରକାର ରାଜ୍ୟର ପ୍ରତି ଘରକୁ ଯାଇ ସନ୍ଦିଗ୍ଧ ସଂକ୍ରମିତ ବ୍ୟକ୍ତି ଅଛନ୍ତି କି ଯାଞ୍ଚ କରୁଛନ୍ତି। ଏଥିପାଇଁ ଅଢ଼େଇ ଲକ୍ଷ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ଆନ୍ଧ୍ର ସରକାର ରବିବାର ଠାରୁ ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଘୋଷଣା…

ଚନ୍ଦ୍ରବାବୁ ନାଇଡୁଙ୍କୁ ଅଣ୍ଡା, ଚପଲ…

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲ୍‌ଗୁ ଦେଶମ୍‌ ପାର୍ଟିର ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ରାଲିରେ ଜୋତା, ଅଣ୍ଡା ଓ ଟମାଡୋ ମାଡ଼ ହୋଇଛି। ଚନ୍ଦ୍ରବାବୁ ନାଇଡ଼ୁଙ୍କ ବିଶାଖାପାଟଣା ଗସ୍ତକୁ ଓ୍ୱାଇଏସ୍‌ଆର କଂଗ୍ରେସ ପାର୍ଟିର କିଛି କର୍ମୀ ବିରୋଧ କରିବା ସମୟରେ ଏପରି କରିଥିବା…

୭୩ ବର୍ଷିୟ ଭିକାରୀ ମନ୍ଦିରକୁ ଦାନ କଲେ…

ବିଜୟଓ୍ବାଡ଼ା: ମନ୍ଦିରକୁ ୮ଲକ୍ଷ ଦାନ କରି ଚର୍ଚ୍ଚାରେ ଭିକାରୀ। ଏଭଳି ଖବର ଆସିଛି ଆନ୍ଧ୍ର ପ୍ରଦେଶର ବିଜୟଓ୍ବାଡା ଅଞ୍ଚଳରୁ। ବିଜୟଓ୍ବାଡାର ଏକ ସାଇ ମନ୍ଦିର ପ୍ରବେଶ ଦ୍ବାରରେ ଭିକ୍ଷା ମାଗୁଥିଲେ ୭୩ ବର୍ଷିୟ ଭିକାରୀ ୟାଦି ରେଡ୍ଡି। ସେ ସାଇ ମନ୍ଦିରକୁ ୮ଲକ୍ଷ ଟଙ୍କା ଦାନ କରିଛନ୍ତି। ଏହି ୮ଲକ୍ଷ ଟଙ୍କା…

ଜ୍ବରକୁ କରୋନା ଭାବି ଆତ୍ମହତ୍ୟା କଲେ…

ହାଇଦ୍ରାବାଦ୍‌: କରୋନା ଭାଇରସ ସାରା ବିଶ୍ୱରେ ନିଜ କାୟା ବିସ୍ତାର କରିବା ସହ ଅଣାୟତ୍ତ କଲାଣି। ଏବେ ସାମାନ୍ୟ ଥଣ୍ଡା ହେଲେ ଲୋକେ ଡରି ଯାଉଛନ୍ତି। ଗତକାଲି ଆନ୍ଧ୍ର ପ୍ରଦେଶର ଜଣେ ବ୍ୟକ୍ତି ଜ୍ବରକୁ କରୋନା ଭାବି ଭୟରେ ଆତ୍ମହତ୍ୟା କରିଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ନାମ କୃଷ୍ଣାହଦ। କୃଷ୍ଣାଙ୍କୁ ଭାଇରାଲ…

ତପ୍ତପାଣି ସଡ଼କ ଦୁର୍ଘଟଣା : ଦୁଃଖ ପ୍ରକାଶ…

ଆନ୍ଧ୍ରପ୍ରଦେଶ : ଗଞ୍ଜାମ ଜିଲ୍ଲାର ତପ୍ତପାଣି ଘାଟିରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ ଓ ଆହତ ହୋଇଥିବା ଯାତ୍ରୀଙ୍କ ଖବର ଶୁଣି ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମର୍ମାହତ ହେବା ସହିତ ଦୁଃଖ ପ୍ରକାଶ କରିଛନ୍ତି । ମୃତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଆହତମାନଙ୍କର…

ଆନ୍ଧ୍ର ସରକାର ଆଣିଲେ ଦିଶା ବିଲ୍, କଣ…

ହାଇଦ୍ରାବାଦ: ଆନ୍ଧ୍ର ସରକାର ଆଣିଲେ ଦିଶା ବିଲ୍। ଆଜି ଆନ୍ଧ୍ରପ୍ରଦେଶ ବିଧାନସଭାରେ ଦିଶା ବିଲ୍‌ ୨୦୧୯ ପାରିତ ହୋଇଛି। ଏହି ଦିଶା ବିଲ୍‌ ବା ଆନ୍ଧ୍ରପ୍ରଦେଶ କ୍ରିମିନାଲ ଲ’ ଆମେଣ୍ଡମେଣ୍ଟ ଆକ୍ଟ ୨୦୧୯ ଜରିଆରେ ଦୁଷ୍କର୍ମକାରୀମାନଙ୍କୁ ୨୧ ଦିନ ମଧ୍ୟରେ ଫାଶୀ ଦଣ୍ଡ ଦିଆଯିବ। ଏହା ପୂର୍ବରୁ ମହିଳା ଏବଂ ଶିଶୁ…

ଆନ୍ଧ୍ର କୁ ଗମନାଗମନ ଠପ୍

ଚିତ୍ରାକୋଣ୍ଡା : ସୀମାନ୍ତରେ ରାସ୍ତା ମରାମତି ପାଇଁ ୧୨ ଘଣ୍ଟିଆ ରାସ୍ତା ରୋକ କଲେ ଅଞ୍ଚଳବାସୀ । ଚିତ୍ରାକୋଣ୍ଡା- ବିଶାଖାପାଟଣା ମୁଖ୍ୟରାସ୍ତାଟି ଆନ୍ଧ୍ରକୁ ସଂଯୋଗ କରିଥାଏ । ସୀମାନ୍ତ ବାସୀଙ୍କ  ରାସ୍ତା ଅବରୋଧ ଯୋଗୁଁ ଚିତ୍ରାକୋଣ୍ଡାରୁ ଆନ୍ଧ୍ର କୁ ଯିବାଆସିବା ବନ୍ଧହୋଇଯାଇଛି ।