ପତ୍ନୀଙ୍କ ମୃତଦେହକୁ ୩୩ କିଲୋମିଟର…
ଓଏଲ୍ ବ୍ୟୁରୋ : ଆଧୁନିକ ଯୁଗରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଥିବା ଚର୍ଚ୍ଚାକୁ ଆସିଛି। ତେବେ ଏହି ଆଶ୍ଚର୍ଯ୍ୟ ଜନକ ଘଟଣା ଆନ୍ଧ୍ରପ୍ରଦେଶରରେ ରହୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କର, ଯିଏ ନିଜ ପତ୍ନୀଙ୍କ ଶବକୁ କାନ୍ଧରେ ବୋହି ଓଡ଼ିଶା ଆସୁଥିଲେ। ପତ୍ନୀଙ୍କ ମୃତଦେହକୁ ଗୋଟେ କି ଦୁଇ କିଲୋମିଟର ନୁହେଁ ପାଖାପାଖି…