ରାଜ୍ୟରେ ୪୧% କିଶୋରୀଙ୍କୁ ରକ୍ତହୀନତା
ଭୁବନେଶ୍ୱର: ରାଜ୍ୟରେ ଶିଶୁ/କିଶୋରୀଙ୍କ ସ୍ୱାସ୍ଥ୍ୟ ସମସ୍ୟାନେଇ ସର୍ଭେ କରିଥିବା କୋଆଲିସନ ଫୁଡ ଆଣ୍ଡ ନୁ୍ୟଟ୍ରିସନ ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। ତଦନୁଯାୟୀ ଓଡ଼ିଶାର ୪୧.୫% କିଶୋରୀ ରକ୍ତହୀନତାର ଶିକାର ଥିବା ଜଣାଯାଇଛି। କିଶୋରୀଙ୍କ ଭଳି ରାଜ୍ୟର ୧୮.୩% କିଶୋରଙ୍କୁ ମଧ୍ୟ ରକ୍ତହୀନତା ଅଛି।…