ଅଙ୍ଗନବାଡ଼ିରେ ଶିଶୁକୁ ଓଲଟା କରି ମାଡ଼
ଆନନ୍ଦପୁର: ଅଙ୍ଗନବାଡ଼ିରେ ଦୁଇ ଶିଶୁଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଅଙ୍ଗନବାଡ଼ି କର୍ମୀ ଜଣଙ୍କ ରୋଷେଇରେ ବ୍ୟସ୍ତ ଥିବାବେଳେ ଏହାର ସୁଯୋଗ ନେଇ ଝଗଡ଼ା ହେଉଥିବା ଦୁଇ ଶିଶୁଙ୍କ ମଧ୍ୟରୁ ଜଣେ ଘରକୁ ଯାଇ ବାପାଙ୍କୁ ଡାକି ଆଣିଥିଲା। ସମ୍ପୃକ୍ତ ଶିଶୁର ବାପା କିଛି ବୁଝିବା ବଦଳରେ ଅନ୍ୟ…