କୋଇଲା ଖଣିରେ ମାଟି ଧସିବା ଘଟଣା :…
ଅନୁଗୋଳ : ତାଳଚେର ଭରତପୁର କୋଇଲା ଖଣିରେ ମାଟି ଧସିବା ଘଟଣାରେ ଆଜି ତୃତୀୟ ଦିନରେ ମଧ୍ୟ ପୁଣି ଥରେ ରେସକ୍ୟୁ ଅପରେସନ ସକାଳୁ ଆରମ୍ଭ ହୋଇଛି । ଆଜି ଆଉ ୨ଟି ମୃତଦେହ ଉଦ୍ଧାର କରାଯାଇଛି । ଏହାକୁ ମିଶାଇ ୩ଟି ମୃତଦେହ ଉଦ୍ଧାର କରାଯାଇଛି । ଏବେ ବି ଆହୁରି ୨ଜଣ ଶ୍ରମିକ ମାଟି ତଳେ ଫଶି ରହିଥିବା ଅନୁମାନ…