ନାଲକୋରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ…
ଅନୁଗୋଳ : ନାଲକୋରେ ଶ୍ରମିକ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ନାଲକୋ ସ୍ମେଲଟର ଏବଂ ସିପିପି ଗେଟ୍ ବନ୍ଦ କଲେ ପରିବାର ଏବଂ ସ୍ଥାନୀୟ ଲୋକେ। ଶ୍ରମିକ ମିଥୁନ ନାଥର ମୃତଦେହ ରଖି ଆନ୍ଦୋଳନ କରାଯାଇଛି। ୩୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ପରିବାରର ଜଣକୁ ସ୍ଥାୟୀ ନିଯୁକ୍ତି ଦାବି କରିଛନ୍ତି…