ଏହି ସିନେମାର ଟ୍ରେଲର ଦେଖି ସ୍ୱାମୀଙ୍କୁ…
ନୂଆଦିଲ୍ଲୀ : ସିନେମାରୁ ଅନେକ ଲୋକ ବହୁତ କଥା ଶିଖିଥାନ୍ତି । ରିୟଲ ଲାଇଫକୁ ନେଇ ଅନେକ ସମୟରେ ସିନେମା ପ୍ରସ୍ତୁତ କରାଯାଇଥାଏ । କିଛି ଦିନ ତଳେ ମହିଳାଙ୍କ ଉପରେ ହେଉଥିବା ଘରୋଇ ହିଂସା ସଂପର୍କରେ ସତେଚନତା ସୃଷ୍ଟି କରିବା ଦିଗରେ ଏକ ସିନେମାର ଟ୍ରେଲର ରିଲିଜ୍ ହୋଇଛି । ସିନେମାଟି ନାଁ ‘ଥପଡ’ ।
ଏହାକୁ…