ବିଜେଡିରୁ ବିଦା ହେଲେ ଅନୁପ ସାଏ
ଭୁବନେଶ୍ବର: ପ୍ରଥମେ ଗିରଫ ପରେ ପଦ ଓ ଏବେ ଦଳରୁ ବିଦା ହେଲେ ଅନୁପ ସାଏ। ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ନେଲେ କଡା କାର୍ଯ୍ୟାନୁଷ୍ଠାନ। ରାଜ୍ୟ ପଣ୍ୟଗାର ଅଧ୍ୟକ୍ଷ ପଦରୁ ହଟିଲେ ଅନୁପ ସାଏ। ଦୁର୍ନୀତି ଓ ଅପରାଧକୁ ପ୍ରଶୟ ଦେଉନଥିବା ନବୀନ ଅନୁପଙ୍କ ପ୍ରତି ମଧ୍ୟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।…