ମାଓବାଦୀ ଅଞ୍ଚଳ ବୁଲିଲେ ସିଆର୍ପିଏଫ୍…
ଭୁବନେଶ୍ୱର: ସିଆର୍ପିଏଫ୍ ଡିଜି ଏ.ପି. ମାହେଶ୍ୱରୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ମାଲକାନଗିରି, କୋରାପୁଟ ଆଦି ରାଜ୍ୟର ବିଭିନ୍ନ ମାଓବାଦୀ ପ୍ରଭାବିତ ଜିଲ୍ଲା ବୁଲିଛନ୍ତି। କ୍ଷେତ୍ରୀୟ ଅନୁଧ୍ୟାନ ସହ ମାଓବାଦୀ ସ୍ଥିତିର ସମୀକ୍ଷା କରିଛନ୍ତି। ମାଓବାଦୀ ଦମନରେ ରହୁଥିବା ତ୍ରୁଟିର ସୁଧାର ଆଣିବାକୁ ସେ…