ଭୁଲ୍ ମାନଚିତ୍ର ପ୍ରଦର୍ଶନ, କ୍ଷମା…
ନୂଆଦିଲ୍ଲୀ: ଭାରତୀୟ ଭୂଖଣ୍ଡ ଲେହ ସମ୍ପର୍କିତ ଭୁଲ୍ ମାନଚିତ୍ର ପ୍ରଦର୍ଶନ ପାଇଁ ଶେଷରେ କ୍ଷମା ମାଗିଛି ଟ୍ୱିଟର। ସଂଯୁକ୍ତ ସଂସଦୀୟ କମିଟି ନିକଟରେ ଟ୍ୱିଟର ମୌଖିକ ଭାବେ କ୍ଷମା ମାଗିଛି। ଲଦାଖର ପ୍ରମୁଖ ସହର ଲେହକୁ ଟ୍ୱିଟର ଚୀନର ଅଂଶ ବୋଲି ଦର୍ଶାଇଥିଲା। ଏନେଇ ସଂଯୁକ୍ତ ସଂସଦୀୟ କମିଟି ଟ୍ୱିଟରକୁ…