Odisha Link
Bridging the Missing Links in Odisha
Browsing Tag

Appointment

ହୋମ ଗାର୍ଡ ନିଯୁକ୍ତି ରହିତାଦେଶ…

ଓଏଲ୍‌ ବ୍ୟୁରୋ:ରାଜ୍ୟରେ ହୋମ ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶକୁ ପ୍ରତ୍ୟାହୃତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏହି ରହିତାଦେଶ ପ୍ରତ୍ୟାହୃତ ହୋଇଛି। ଏହାଦ୍ବାରା ରାଜ୍ୟରେ ଖାଲିଥିବା ହୋମ ଗାର୍ଡ ପଦବୀ ଖୁବ୍ ଶୀଘ୍ର ପୂରଣ ହୋଇ ପାରିବ। ସୂଚନା…

ଜୟନ୍ତ ଜେନାଙ୍କୁ ଆଇନ ସଂଯୋଜକ ଦାୟିତ୍ୱ…

ଭୁବନେଶ୍ୱର : ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ନିମନ୍ତେ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଇନଜୀବୀ ଜୟନ୍ତ ଜେନାଙ୍କୁ  ଆଇନ ସଂଯୋଜକର ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ଦଳ ପକ୍ଷରୁ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ…

ବଦଳିଲେ ଖୋର୍ଦ୍ଧା ଜିଲ୍ଲାପାଳ, ୪ ନୂଆ…

ଭୁବନେଶ୍ବର: ରାଜ୍ୟ ସରକାର ଆଜି ପ୍ରାଶାସନିକ ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି। ଖୋର୍ଦ୍ଧାର ଜିଲ୍ଲାପାଳ ବଦଳିଛନ୍ତି। ଏହା ଭିନ୍ନ ୪ ଜଣ ନୂଆ ପ୍ରଶାସକଙ୍କୁ ମଧ୍ୟ ଆଜି ଦାୟିତ୍ବ ଅର୍ପଣ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାପାଳ ଓଏଏସ୍‌ ଅଧିକାରୀ ସୀତାଂଶୁ କୁମାର ରାଉତଙ୍କ ବ୍ରହ୍ମପୁରର ଚକବନ୍ଦୀ ଓ…

ରେଭେନ୍ସାରେ ସ୍ଥାୟୀ ଅଧ୍ୟାପକଙ୍କ ପାଇଁ…

କଟକ: ରେଭେନ୍ସା ବିଶ୍ବବିଦ୍ୟାଳୟ‌ର ଅଧ୍ୟାପକ ଅଭାବ ସମସ୍ୟା ଦୂର ହେବାକୁ ଯାଉଛି। ଆସନ୍ତା ସପ୍ତାହେ ମଧ୍ୟରେ ବିଶ୍ବବିଦ୍ୟାଳୟର ୧୭୯ଟି ସ୍ଥାୟୀ ଅଧ୍ୟାପକ ପଦବି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ବିଜ୍ଞପ୍ତି ପ୍ରକାଶ ପାଇଁ କୁଳପତିଙ୍କ ଅଧ୍ୟକ୍ଷତ‌ାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ସ୍ଥାୟୀ…