ଜାତୀୟ ଏକତାକୁ ଭାଙ୍ଗିବାକୁ ଚେଷ୍ଟା କଲେ…
ବେଙ୍ଗାଲୁରୁ: ଭାରତ ସବୁବେଳେ ଶାନ୍ତି ଚାହେଁ ଯୁଦ୍ଧ ଚାହେଁ ନାହିଁ। ତେବେ ଯେଉଁ ମହାଶକ୍ତି ବି ହେଉନା କାହିଁକି ଯଦି ସେ ଦେଶର ଜାତୀୟ ଏକତା ଓ ଶାନ୍ତିକୁ ଭଙ୍ଗ କରିବାକୁ ଚେଷ୍ଟା କରିବ, ତା’ହେଲେ ଦେଶର ଯବାନମାନେ ଏହାର ଉଚିତ ଜବାବ ଦେବାକୁ ସକ୍ଷମ ବୋଲି ଶତ୍ରୁ ରାଷ୍ଟ୍ରକୁ ଏଭଳି ଚରମବାଣୀ ଶୁଣାଇଛନ୍ତି…