Odisha Link
Bridging the Missing Links in Odisha
Browsing Tag

Army Officer

ସେନା ଉପମୁଖ୍ୟ ହେବେ ଓଡିଆ ପୁଅ…

ନୂଆଦିଲ୍ଲୀ : ଭାରତୀୟ ସେନା ଉପମୁଖ୍ୟ ହେବେ ଓଡିଆ ପୁଅ ଚଣ୍ଡିପ୍ରସାଦ ମହାନ୍ତି। ସେନା ଉପମୁଖ୍ୟ ଭାବେ ଏସକେ ସାଇନିଙ୍କ ସ୍ଥାନ ନେବେ ଚଣ୍ଡିପ୍ରସାଦ। ଜାନୁଆରୀ ୩୧ରେ ଅବସର ଗ୍ରହଣ କରିବେ ଏସକେ ସାଇନି। ଏବେ ସଦର୍ଣ୍ଣ କମାଣ୍ଡର ଭାବେ କାର୍ଯ୍ୟରତ ଅଛନ୍ତି ଏଲଜି ଚଣ୍ଡି ପ୍ରସାଦ ମହାନ୍ତି । ଚଣ୍ଡିପ୍ରସାଦଙ୍କ…

ହୋଟେଲରୁ ଉଦ୍ଧାର ହେଲା ଆର୍ମି ଅଫିସରଙ୍କ…

ଝାରସୁଗୁଡ଼ା: ଝାରସୁଗୁଡ଼ା ସହର ମୁଖ୍ୟ ରାସ୍ତାରେ ଥିବା ଏକ ହୋଟେଲରୁ ଆର୍ମି ଅଫିସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ପୋଲିସର ତଦନ୍ତରୁ ଜଣାପଡିଛି ମୃତ ଆର୍ମି ଅଫିସର ଜଣଙ୍କ ସିକିମ୍ ରେଜିମେଣ୍ଟ ୪୪ ନମ୍ବର ବାଟାଲିୟନର ନାଏବ ସୁବେଦାର ସିବନାପ୍ପା ସିଦ୍ଧାପ୍ପା ୱାରି। ତାଙ୍କ ଘର କର୍ଣ୍ଣାଟକର…