ଗହଣା ଚୋରି ମାମଲାରେ କେନ୍ଦ୍ରମନ୍ତ୍ରୀଙ୍କ…
ଓଏଲ୍ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀଙ୍କ ନାମରେ ଗିରଫ ପରଓ୍ବାନା। ପଶ୍ଚିମବଙ୍ଗର ଅଲୀଦ୍ବାରପୁର କୋର୍ଟ କେନ୍ଦ୍ରମନ୍ତ୍ରୀ ନିଶିଥ ପ୍ରମାଣିକ ନାମରେ ଜାରି କରିଛନ୍ତି ଗିରଫ ପରଓ୍ବାନା। ଏକ ଚୋରି ମାମଲାର ଶୁଣାଣି କରି ଏଭଳି ପରଓ୍ବାନା ଦେଇଛନ୍ତି କୋର୍ଟ। ୨୦୦୯ ମସିହାରେ ଦୁଇଟି ସୁନା ଦୋକାନାରୁ ଚୋରି ମାମଲାର…