ଏସ୍ଟିଏଫ୍ ପଞ୍ଝାରେ ୨ ବାଘ ଛାଲ…
ଭୁବନେଶ୍ୱର : ଦେବଗଡ ବାରକୋଟ ନିକଟରୁ ବାଘ ଛାଲ ଜବତ। ଏସ୍ଟିଏଫ୍ର ସ୍ବତନ୍ତ୍ର ଟିମ୍ କଲପତରିଆ ବାଘ ଛାଲ ଜବତ କରିଛି। ଏସ୍ଟିଏଫ୍ ୨ ବାଘ ଛାଲ ବ୍ୟବସାୟୀଙ୍କୁ ଗିକଫ କରିଛି।
ପ୍ରକାଶ ଯେ, ଦେବଗଡ଼ ଜିଲ୍ଲାରେ ବାଘ ଛାଲର ଚୋରା କାରବାର ନେଇ କ୍ରାଇମବ୍ରାଞ୍ଚ ଏସଟିଏଫ୍ ନିକଟରେ ଖବର ରହିଥିଲା । ଯାହାକୁ…