Odisha Link
Bridging the Missing Links in Odisha
Browsing Tag

Arrest

ଅର୍ଣବ ଗୋସ୍ବାମୀଙ୍କ ଗିରଫ ଦାବିରେ ୭…

ଆଜି ଅପରାହ୍ଣ ଠାରୁ ଟୁଇଟରରେ #ArrestAntiIndiaArnab ଟ୍ରେଣ୍ଡିଂ ହେବାରେ ଲାଗିଛି। ଏ ଖବର ଲେଖ ହେବା ବେଳକୁ (ରାତି ୧୧ଟା ସୁଦ୍ଧା) ଏହି ହାଶ୍‌ଟ୍ୟାଗ୍‌ ବ୍ୟବହାର କରି ପ୍ରାୟ ୭ ଲକ୍ଷ ୧୦ ହଜାର ଟୁଇଟ୍‌ ହୋଇଥିବା ବେଳେ ଏହାର ବିରୋଧରେ #IsupportArnabGoswami ହାଶ୍‌ଟ୍ୟାଗ୍‌ ବ୍ୟବହାର କରି ୭ ଲକ୍ଷ…

ମିଛ ଖବର ପାଇଁ ଗିରଫ ହେଲେ ସାମ୍ବାଦିକ

ଯାଜପୁର: ମିଛ ଖବର ପ୍ରକାଶ କରିବା ଅଭିଯୋଗରେ ଦୈନିକ ସମ୍ବାଦପତ୍ର 'ସମ୍ବାଦ'ର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ପ୍ରତିନିଧି ଚନ୍ଦ୍ରଶେଖର ସାହୁଙ୍କୁ ଗିରଫ କରିଛି ଜିଲ୍ଲା ପୁଲିସ। ଆଜି ତାଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ରଂଜନ କୁମାର ଦାସ। ଭୁଲ ତଥ୍ୟ…

ଲକ୍‌ଡାଉନ୍‌ ଅମାନ୍ୟ କରି ୨୪ ଘଣ୍ଟାରେ…

କୋଲାକାତା: ଲକ୍‌ଡାଉନ୍‌ ନିର୍ଦ୍ଦେଶକୁ ଅମାନ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର ପଦକ୍ଷେପ ନେଇଛନ୍ତି ପଶ୍ଚିମବଙ୍ଗ ସରକାର। ଗତ ୨୪ ଘଣ୍ଟା ଭିତରେ ୯୮୦ ଜଣ ଖିଲାପକାରୀଙ୍କୁ ଗିରଫ କରିଛି କୋଲକାତା ପୁଲସ। ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିଥିବା ବେଳେ ପୁଲିସ ଲକ୍‌ଡାଉନ୍‌କୁ…

ଭଦ୍ରକ: କରୋନା ଆକ୍ରାନ୍ତଙ୍କ ଫଟୋ ଛାଡ଼ି ୩…

ଭଦ୍ରକ: ଗତକାଲି ରାଜ୍ୟର ୪ର୍ଥ କରୋନା ଭୂତାଣୁ ଆକ୍ରାନ୍ତ ଭଦ୍ରକରେ ଚିହ୍ନଟ ହୋଇଥିବା ବେଳେ ତାଙ୍କର ପରିଚୟ ରାଷ୍ଟ୍ର କରିବା ୩ ସ୍ଥାନୀୟ ବ୍ୟକ୍ତଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ପୀଡ଼ିତଙ୍କ ଫଟୋ ଫେସବୁକରେ ଅପଲୋଡ କରିଥିବା ଅଭିଯୋଗରେ ଆଜି ଭଦ୍ରକ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଗିରଫ ୩ ଜଣଙ୍କ…

ନିର୍ବାଚନ ପୂର୍ବରୁ ଦିଲ୍ଲୀ…

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ଭୋଟ ଗ୍ରହଣ ଦିନକୁ ପୂର୍ବରୁ ଆମ୍‌ ଆଦମୀ ପାର୍ଟିକୁ ଲାଗିଲା ବଡ଼ ଝଟକା। ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିଶୋଦିଆଙ୍କ ଓଏସଡି(ସ୍ବତନ୍ତ୍ର କର୍ତ୍ତବ୍ୟ ଅଧିକାରୀ) ଗୋପାଳ କୃଷ୍ଣ ମାଧବଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଗିରଫ କରିଛି। ଗୁରୁବାର ବିଳମ୍ବିତ…

ବାଂଲାଦେଶୀ ସେକ୍ସ ରାକେଟ୍‌ ଘଟଣା, ଆଉ…

ଭୁବନେଶ୍ୱର: ରାଜଧାନୀରେ ଚାଲିଥିବା ବାଂଲାଦେଶୀ ସେକ୍ସ ରାକେଟ୍‌ର ତନାଘନା କରି ଗତକାଲି ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ଆଉ ଜଣଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ୍ ଏସଟିଏଫ୍। ପ୍ରଶାନ୍ତ ପରିଡ଼ା ନାମକ ଜଣେ ଯୁବକଙ୍କୁ ଆଜି ଗିରଫ କରିଛି ଲକ୍ଷ୍ମୀସାଗର ପୁଲିସ୍‌। ସେକ୍ସ ରାକେଟର କିଙ୍ଗିପିନ୍ ଅଞ୍ଜଳି…

ଟ୍ରିପଲ ମର୍ଡର, ୪ଗିରଫ

ଦେବଗଡ: ଦେବଗଡ ଜିଲ୍ଲା ବାରକୋଟ ଥାନା ବାଲିରୋଇ ଗାଁରୁ ତିନି ଶବ ମିଳିବା ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ବିକ୍ରମ ପ୍ରଧାନ ସମେତ ଚାରି ଜଣଙ୍କୁ ଗିରଫ କରିବା ସହ ବାରକୋଟ ପୋଲିସ ଏହି ଘଟଣାର ପର୍ଦ୍ଦାଫାସ କରିଛି। ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର…

ଚିଦାମ୍ବରମ୍‌ ଗିରଫ, ଆଜି ସିବିଆଇ…

ନୂଆଦିଲ୍ଲୀ: ପ୍ରାୟ ଦୁଇ ଦିନର ନାଟକ ପରେ କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ଓ ସିବିଆଇ ମଧ୍ୟରେ ଯେଉଁ ଲୁଚକାଳି ଖେଳ ଚାଲିଥିଲା ସେଥିରେ ଯବନିକା ପଡ଼ିଛି। ସିବିଆଇ ଏବଂ ଇଡିକୁ ଦୀର୍ଘ ୩୦ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପାଇଁ ଲୁଚିବାରେ ସକ୍ଷମ ହୋଇଥିବା ଚିଦାମ୍ବରମ୍‌ଙ୍କୁ ସିବିଆଇ ତାଙ୍କୁ ତାଙ୍କ ଘରୁ ହିଁ…

ଜେଲରୁ ଚମ୍ପଟ ମାରିଥିବା କଏଦୀ ଗିରଫ

ନୟାଗଡ଼: ଧରା ପଡିଲା ଜେଲରୁ ଖସି ପଳାଇ ଥିବା ବିଚାରାଧୀନ ବନ୍ଦୀ ତପନ ରାଉତ। ଗତ ୩ ତାରିଖରେ ଖଣ୍ଡପଡ଼ା ସବ୍‌ଜେଲରୁ ଚମ୍ପଟ ମାରିଥିବା ବିଚାରାଧୀନ ବନ୍ଦୀ ତପନ ରାଉତକୁ ଆଜି ତା ଗାଁ କରବର ନିକଟରୁ ଜେଲ କର୍ମଚାରୀ ଗିରଫ କରି ପୁଲିସକୁ ହସ୍ତାନ୍ତର କରିଛନ୍ତି। ଗିରଫ ତପନ ଜେଲର ଅଭେଦ୍ୟ ସୁରକ୍ଷା ଭାଙ୍ଗି ଦୁଇ…

ନିର୍ବାଚନ ପୂର୍ବରୁ ୧୩,୩୪୩ ଜଣଙ୍କ ନାମରେ…

ଭୁବନେଶ୍ବର: ଅଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୩,୩୪୩ଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି। ନିର୍ବାଚନକୁ ଅବାଧ ଓ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ ରାଜ୍ୟ ପୁଲିସ ଏଭଳି ପଦକ୍ଷେପ ନେଇଛି। ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ଧାରା…