ବିଷାକ୍ତ ଗ୍ୟାସ୍ ଲିକ୍ ଘଟଣାରେ ୭ଗିରଫ
ବାଲେଶ୍ବର: ବାଲେଶ୍ବର ଫାଲକନ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରି ଗ୍ୟାସ୍ ଲିକ୍ ଘଟଣାରେ ସାତ ଜଣ ଗିରଫ ସହ କମ୍ପାନୀକୁ ମଧ୍ୟ ସିଲ୍ କରାଯାଇଛି। ପୋଲିସ କମ୍ପାନୀ ଫାଟକରେ ତାଲା ଝୁଲାଇ ଦେବା ସହ ସାତ ଜଣ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନଙ୍କ ମଧ୍ୟରେ ଜିଏମ୍, ଏଚ.ଆର.ମ୍ୟାନେଜର, ସେପ୍ଟି ଅଫିସର,…