Odisha Link
Bridging the Missing Links in Odisha
Browsing Tag

arrested

ପୂର୍ବତନ ଛାତ୍ର ବିଜେଡ଼ି ନେତା ଗରିଫ

ଯାଜପୁର: ଶେଷରେ ଗିରଫ ହେଲେ ପୂର୍ବତନ ଛାତ୍ର ବିଜେଡି ନେତା ଜିତେନ୍ଦ୍ର ପ୍ରଧାନ । ପାଣିକୋଇଲି ବସଷ୍ଟାଣ୍ଡରୁ ତାଙ୍କୁ  ବିଞ୍ଝାରପୁର ପୁଲିସ ଗିରଫ କରିଛି ।  ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ପ୍ରତାରଣା କରିବା ଅଭିଯୋଗରେ ପୁଲିସ ପୂର୍ବତନ ବିଞ୍ଝାରପୁର ବ୍ଲକ ଛାତ୍ର ବିଜେଡି ସଭାପତି…

ଲୁଟେରା ଗାର୍ଲଫ୍ରେଣ୍ଡ

କଟକ: ଗୁରୁଡ଼ିଝାଟିଆ ଲୁଟ ଓ ହତ୍ୟା ଘଟଣାରେ ଏକ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି। ଏନକାଉଣ୍ଟରରେ ଆହତ ଅଜୟ ସାହୁର ଗାର୍ଲଫ୍ରେଣ୍ଡକୁ ପୁଲିସ ଗିରଫ କରିଛି। ଏହାଛଡ଼ା ଅଜୟର ଗାର୍ଲଫ୍ରେଣ୍ଡଙ୍କ ମାଆ ଓ ଭଉଣୀକୁ ମଧ୍ୟ ପୁଲିସ ଗିରଫ କରିଛି। କମିଶନରେଟ ପୁଲିସ ମୋଟ ୩ ଜଣଙ୍କୁ ଗିରଫ କରିଛି। ଲୁଟରେ ଅଜୟକୁ ସହଯୋଗ…

ଟିଟୋର ଡାହାଣ ହାତକୁ ଗିରଫ କରିଛି…

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋ ସାମ୍ରାଜ୍ୟ ଉପରେ ପୁଣିଥରେ ଚଡଉ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଟିଟୋର ଡାହାଣ ହାତ କୁହାଯାଉଥିବା ସେକ୍‍ ଜାବିଦା ଓରଫ ଦଙ୍ଗାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ। ଠିକାଦାର ଶିବ ପରିଡା ଅପହରଣ ମାମାଲାରେ ମୁଖ୍ୟ ଅଭିଯୁକ୍ତ ଥବା ଦଙ୍ଗାକୁ…

ଚେନ୍ନାଇରୁ ଚୋରି ଆନନ୍ଦପୁରରେ ଗିରଫ

ଆନନ୍ଦପୁର: ଚେନ୍ନାଇରେ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଚୋରି ମାମଲାରେ ଜଣେ ଲୋକକୁ ପୁଲିସ ଗରିଫ କରିଥିବା ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ଘସିପୁରା ଥାନା ଅଞ୍ଚଳରେ ଥିବା ଦରଡ଼ିପାଳ ଗାଁରୁ ଅଭିଯୁକ୍ତ ଗୌରାଙ୍ଗ ଜେନାକୁ ଗତକାଲି ବିଳମ୍ବିତ ରାତିରେ ଚେନ୍ନାଇ ପୁଲିସ…

ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗରେ ୩…

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ଗଣଦୁଷ୍କର୍ମ କରିବା ଅଭିଯୋଗରେ ୪ଜଣଙ୍କୁ ଗିରଫ ହୋଇଛନ୍ତି। ଗିରଫ ପରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ଅଭିଯୁକ୍ତ ହେଲେ ମୋଟଙ୍ଗା ଥାନା ଅନ୍ତର୍ଗତ ନୟାଭାଗିରଥିପୁରର ବାମନ ନାୟକ, ପତଳା ଗାଁର ଟୁବୁଲା…

ଲୁଟେରା ଗ୍ୟାଙ୍ଗ୍‌ର ଜଣେ ଗିରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋସାଣୀନୂଆଗାଁ ପୋଲିସ ଦ୍ବାରା ଜଣେଙ୍କୁ ଗିରଫ କରାଯାଇଛି। ପୋଲିସ ଏବଂ ସିବିଆଇ ପରିଚୟ ଦେଇ ବ୍ରହ୍ମପୁରର ବିଭିନ୍ନ ସ୍ଥାନରୁ ଲୁଟତରାଜ କରୁଥିଲା ଅଭିଯୁକ୍ତ। ଗିରଫ ଯୁବକ ହେଲେ କର୍ଣ୍ଣାଟକର ସିକନ୍ଦର ଅଲ୍ଲୀ। ଲୁଟେରା ଗ୍ୟାଙ୍ଗରେ ୯ଜଣ ରହିଥିବା ପୋଲିସ ସୂଚନା ଦେଇଛି। ତେବେ…

୩ ଦଲାଲଙ୍କୁ ଗିରଫ କଲା ପୋଲିସ

ଗଜପତି: ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ୩ଜଣ ଦଲାଲଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଅନୁଗୁଡି ଗାଁର ଯୁନେଶ ଶବର, ସୁରଙ୍ଗା ଗାଁର ମେଥୁ କାର୍ଯୀ ଏବଂ ପାରଳାଖେମୁଣ୍ଡି କେଉଟ ସାହିର ନାଲା ରାଜୁ ବୋଲି…

ଧରା ହେଲେ ୧୦ ଦଲାଲ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏବେ ପ୍ରଶାସନିକ ଅଧିକାରୀ ଓ ପୁଲିସ ପୁରାପୁରି ଆକ୍ସନ ମୁଡରେ। ଗତକାଲି ମେଡିକାଲକୁ ଦଲାଲ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲାବେଳେ ଆଜି ୨ ଟିସ୍ଥାନରେ ଚଢଉ କରାଯାଇ ମୋଟ ୧୦ ଜଣ ଦଲାଲଙ୍କୁ ଗିରଫ…

ଡ୍ରଗ୍ସ ମାଫିଆ ରାଜା ଲିଙ୍କ୍:…

ବାଲେଶ୍ୱର : ଡ୍ରଗ୍ସ ମାଫିଆ ସେକ୍‌ ରାଜା ସହ ଲିଙ୍କ ଅଭିଯୋଗରେ ଗିରଫ ହେଲେ ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ବିଚାରଗଞ୍ଜ ଫାଣ୍ଡିର ହାବିଲଦାର ରଞ୍ଜନ ସାହୁ। ତାଙ୍କୁ ସ୍ପେଶାଲ ଟାକ୍ସ ଫୋର୍ସ ଗିରଫ କରିଛି। ପରେ ତାଙ୍କୁ ବାଲେଶ୍ୱର ଡିଷ୍ଟ୍ରିକ୍‌ ଜଜ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା। ତା’ପରେ ତାଙ୍କୁ…

ନକ୍ସଲ ନାଁରେ ଚାନ୍ଦା ଆଦାୟ କରୁଥିଲେ…

ରାୟଗଡ଼ା: ରାୟଗଡ଼ା ଜିଲ୍ଲାରେ ଦୀର୍ଘଦିନ ଧରି ନକ୍ସଲ ନାଁରେ ଚାନ୍ଦା ଆଦାୟ କରୁଥିବା ଅଭିଯୋଗରେ ଜଣେ ଏପିଆର କନଷ୍ଟେବଳକୁ ବିଷମକଟକ ଥାନା ପୋଲିସ ଗିରଫ କରିଛି। ଗିରଫ କନଷ୍ଟେବଳ ହେଲେ ଜିଲ୍ଲା ଗୁଇନ୍ଦା ବିଭାଗର ଜୀ. ଶ୍ରୀକାନ୍ତ କୁମାର। ଅଭିଯୁକ୍ତଠାରୁ ଗୋଟିଏ ୯ଏମଏମର ପିସ୍ତଲ ସହ ୨୪ ରାଉଣ୍ଡ ଗୁଳି ଦୁଇଟି…