Odisha Link
Bridging the Missing Links in Odisha
Browsing Tag

arrested

ଶିଶୁପୁତ୍ରକୁ ହତ୍ୟା କରି ବାପା ଗିରଫ

ଭଦ୍ରକ : ଭଦ୍ରକ ଗ୍ରାମାଞ୍ଚଳ ଥାନା ଗେଲଟୁଆର ନିଉ କଲୋନୀ ଆଦିବାସୀ ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ଏକ ମାସର ଶିଶୁପୁତ୍ରକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି। ସୂଚନା ଅନୁଯାୟୀ, ଗତ ୩୦ ତାରିଖରେ ନିଶାସକ୍ତ ଅବସ୍ଥାରେ ନିଜ ପୁଅକୁ ହତ୍ୟା କରିବା ପରେ ମୃତଦେହକୁ ପୋତି…

ପୂଜାଚାନ୍ଦା ମାଗି ଫସିଲେ ୧୩ ଜଣ

ଭୁବନେଶ୍ବର: ରାଜ୍ୟରେ ବର୍ତ୍ତମାନ ଚାଲିଛି ପାର୍ବଣର ଋତୁ। ଫଳରେ ଚାନ୍ଦା ମଗା ର‍୍ୟାକେଟ ବେଶ୍‌ ସକ୍ରିୟ। ହେଲେ ପୂଜା ଚାନ୍ଦା ମାଗି ଫସିଗଲେ ୧୩ ଜଣ। ଯୋର ଜବରଦସ୍ତ ପୂଜା ଚାନ୍ଦା ମାଗିବା ଅଭିଯୋଗରେ ୧୩ ଜଣ ବନ୍ଧା ହେଲେ। ଭୁବନେଶ୍ୱର, ଢେଙ୍କାନାଳ, ସୁନ୍ଦରଗଡ଼, ରାୟଗଡ଼ାରେ ଏନେଇ ୫ ଜଣଙ୍କ ନାମରେ ମାମଲା…

ଗୋରୁ ଚାଲାଣ ବେଳେ ଦୁଇଟି ପିକ୍‌ଅପ୍…

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ଗୋପାଳପୁର ପାଣ୍ଡି ପୋଲିସ ବେଆଇନ ଭାବେ ଗୋରୁ ବୋଝେଇ ପିକଅପ୍ ଗାଡିକୁ ପିଛା କରି ୨ଟି ପିକ୍ଅପ୍ ଭ୍ୟାନକୁ ଜବତ କରିଛି । ଏହାସହ ତିନିଜଣ ଯୁବକଙ୍କୁ ଗୋପାଳପୁର ଫାଣ୍ଡି ପୋଲିସ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ବାଲେଶ୍ବର ବାହାନଗା…

୧୧୨୩ କେଜି ଗଞ୍ଜେଇ ଜବତ ଗଲା ଅର୍କେଲ…

ମାଲକାନଗିରି : ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ନିକଟସ୍ଥ ଖାତଲାଗୁଡା ଜଙ୍ଗଲରୁ ଅର୍କେଲ ପୁଲିସ ମଙ୍ଗଳବାର ଏକ ଟିମ ସହିତ ଚଢ଼ାଉ କରି ୧୧୨୩କେଜି ଗଞ୍ଜେଇ ଜବତ କରିବାସହ ୨ ଜଣଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ପାଇ ପୁଲିସ କୁଡୁମୁଲୁଗୁମ୍ମା ନିକଟସ୍ଥ…

ଲାଞ୍ଚ ନେଉଥିବା ବେଳେ ଧରାପଡିଲେ କନିଷ୍ଠ…

କେନ୍ଦୁଝର : କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । କାର୍ଯ୍ୟରତ ଯନ୍ତ୍ରୀ ଜଣକ ଜଣେ ଠିକଦାରଙ୍କ ଠାରୁ ଲାଞ୍ଚ ନେଉଥିବା ସମୟରେ କଟକ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। କାମ କରାଇବାକୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ…

ଦିଲ୍ଲୀ ପୁଲିସକୁ ଚକମା ଦେଖାଇ ଖସିଗଲା…

ସୋର : ବାଲେଶ୍ୱର ଜିଲ୍ଲା ସୋରରୁ ଶୁକ୍ରବାର ଗିରଫ ହୋଇଥିବା ଚୋର କରୁଣାକର ଦାସ ଦିଲ୍ଲୀ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଛି । ଦିଲ୍ଲୀ ଆଦର୍ଶନଗର ପୁଲିସ କରୁଣାକରକୁ ଗିରଫ କରି ନେଇଯାଉ ଥିବା ବେଳେ ବାଲେଶ୍ୱର ଷ୍ଟେସନରୁ ସେ ଚମ୍ପଟ ମାରିଛି । ତାକୁ ଧରିବା ପାଇଁ ଦିଲ୍ଲୀ ଆଦର୍ଶନଗର ପୁଲିସ ଓ ଓଡିଶା…

ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିବା…

ଭୁବନେଶ୍ବର : ପିପିଲି ପଟ୍ଟନାଇକିଆ ଛକ ଟ୍ରିପଲ ମର୍ଡର ଘଟଣା । ବିଚ୍ ରାସ୍ତାରେ ଗୋଡେଇ ଗୋଡେଇ ହାଣିଥିବା ହତ୍ୟାକାରୀଙ୍କୁ ଗିରଫ କଲା ପୋଲିସ । ରାସ୍ତା ଉପରେ ଗୋଟିଏ ପରିବାରର ୩ ଭାଇଙ୍କ ମୁଣ୍ଡ ଗଡାଇଥିବା ୬ ହତ୍ୟାକାରୀଙ୍କୁ ଗିରଫ କରାଗଲା । ମର୍ଡରର ମାଷ୍ଟରମାଇଣ୍ଡ ସହ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା…