Odisha Link
Bridging the Missing Links in Odisha
Browsing Tag

arrested

ଗିରଫ ହେଲେ ଗଣିତ ଅଧ୍ୟାପକ

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତି ଠୁଳ ଅଭଯୋଗରେ ବନ୍ଧାହେଲେ ଗଣିତ ଅଧ୍ୟାପକ। ସିଇଟି କଲେଜର ଗଣିତ ଅଧ୍ୟାପକ ପ୍ରଫେସର ଡ. ପ୍ରସନ୍ନ କୁମାର ମିଶ୍ରଙ୍କୁ ଗିରଫ କରାଯାଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନ କୁମାରଙ୍କ ଖଣ୍ଡଗିରି ବାସ ଭବନ ସମେତ ୪ ଟି ସ୍ଥାନରେ କାଲି ଚଢ଼ଉ କରିଥିଲା…

ମୁନ୍ନା ଲାଡ଼େନ ଗିରଫ

କଟକ: କଟକ କମିଶନରେଟ ପୁଲିସକୁ ମିଳିଛି ବଡ଼ ସଫଳତା। ଦୁର୍ଦ୍ଦାନ୍ତ ଅପରାଧୀ ମୁନ୍ନା ଲାଦେନ ଗିରଫ ହୋଇଛି। ମୁନ୍ନା ନାଁରେ କଟକର ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି। ତା’ଠାରୁ ଗୋଟିଏ ୯ ଏମଏମ୍ ପିସ୍ତଲ ଓ ୬ଟି ଜୀବନ୍ତ ଗୁଳି ଜବତ କରିଛି ଦରଘାବଜାର ଥାନା ପୁଲିସ୍। ପ୍ରକାଶ ଯେ, ଗତକାଲି କିଛି…

ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ…

କଟକ: କଟକ ମହାନଗର ନିଗମର ପୂର୍ବତନ କର୍ପୋରେଟର ରଞ୍ଜିତା ବିଶ୍ୱାଳ ପୁଣି ଗିରଫ। ଜଣେ ବ୍ୟବସାୟୀଙ୍କୁ ଦାଦାବଟି ମାଗିବା ଅଭିଯୋଗରେ ପୁଲସ ରଞ୍ଜିତା ବିଶ୍ୱାଳଙ୍କୁ ଗିରଫ କରିଛି। ଏହି ମାମଲାରେ ରଞ୍ଜିତାଙ୍କ ସହ ଆଉ ୩ ଜଣଙ୍କୁ ଗିରଫ ହୋଇଛନ୍ତି। ପୂର୍ବରୁ ଡ଼ି-ବ୍ରଦର୍ସ ଲିଙ୍କ ଅଭିଯୋଗରେ ରଞ୍ଜିତା ଗିରଫ…

କୋଲଡ୍ରିଙ୍କସ ବୋତଲରେ ମଦ ବିକ୍ରି, ଜଣେ…

ବଲାଙ୍ଗିର: କରୋନା ସଂକ୍ରମଣ ଯୋଗୁଁ ଦୋକାନ ବଜାର ବନ୍ଦ ରହୁଥିଲା। ମଦ କାଉଣ୍ଟର ମଧ୍ୟ ବନ୍ଦ ରହିଥିଲା। ଯାହା ଫଳରେ ବଜାରରେ ମଦ ମିଳୁନଥିଲା। ହେଲେ ଲୋକଙ୍କ ପାଖରେ ବେଆଇନ ରନ୍ଧା ଦେଶୀ ମଦ ପହଞ୍ଚି ଯାଉଥିଲା। ମୁଖ୍ୟତଃ ପଲିଥିନରେ ଏହାକୁ ପ୍ୟାକ କରାଯାଉଥିବା ବେଳେ ବଲାଙ୍ଗିର ସହରରେ କିନ୍ତୁ ବିଭିନ୍ନ…

ଅର୍ଣ୍ଣବଙ୍କ ଗିରଫକୁ ନିନ୍ଦା କଲେ ୪…

ମୁମ୍ବାଇ: ଜାତୀୟ ଗଣମାଧ୍ୟମ ରିପବ୍ଲିକ୍ ଟିଭିି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ବୁଧବାର ମୁମ୍ବଇ ପୁଲିସ୍‌ ଗିରିଫ କରିଛି। ଅର୍ଣ୍ଣବଙ୍କ ବାସଭବନରୁ ପୁଲିସ୍‌ ତାଙ୍କୁ ଗିରଫ କରିଥିବା ବେଳେ ଏହାକୁ ୪ ଜଣ କେନ୍ଦ୍ରମନ୍ତ୍ରୀ ନିନ୍ଦା କରିଛନ୍ତି। ୨୦୧୮ ମସିହାର ଜଣେ ଇଂଟେରିୟର ଡିଜାଇନର ଆତ୍ମହତ୍ୟା…

ସାରୁଅ ଜମି କେଳେଙ୍କାରୀ ମାମଲାରେ ଆଉ ଜଣେ…

ଭୁବନେଶ୍ବର: ସାରୁଅ ଜମି ଦୁର୍ନୀତି ମାମଲାରେ ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ଗିରଫ ବ୍ୟକ୍ତି ଜଣଙ୍କ ହେଲେ ଶିବପ୍ରସାଦ ଶ୍ରୀଚନ୍ଦନ। ଏନେଇ ଶିବପ୍ରସାଦଙ୍କୁ ଗିରଫ କରି ପଚରାଉଚରା କରୁଛି ଇଓଡବ୍ଲୁ। ଶିବପ୍ରସାଦଙ୍କ ହାତରେ ଥିଲା ଓଡ଼ିଶା ଇନଫ୍ରାଟେକର ପାୱାର ଅଫ ଆଟର୍ଣ୍ଣ। ପ୍ରକାଶ ଯେ, ଗତକାଲି…

ଜାଲ୍‌ନୋଟ୍ କାରବାରର ପର୍ଦ୍ଦାଫାସ, ୨…

ଭଦ୍ରକ: ବୁସୁଦେବପୁର ପୁଲିସ ନକଲି ଟଙ୍କା କାରବାରରେ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣଙ୍କ ମଧ୍ୟରୁ ଜଣେ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ କୌଡ଼କୁଳ ଗ୍ରାମର ପ୍ରିୟ ରଞ୍ଜନ ନାୟକ ହୋଇଥିବା ବେଳେ ଅନ୍ୟ ଜଣେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିସ ଥାନା ଆନ୍ତର୍ଗତ ସ୍ୟାମସୁନ୍ଦର ଗ୍ରାମର ବିଜୟ କୁମାର…

ଦୁଇ ଶିକାରୀଙ୍କୁ ଗିରଫ କଲା ବନବିଭାଗ

ଢେଙ୍କାନାଳ: ଜଙ୍ଗଲକୁ ଶିକାର ପାଇଁ ଯାଇଥିବା ବେଳେ ଦୁଇ ଶିକାରୀଙ୍କୁ ଧରିଲା ବନବିଭାଗ। ସେମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ , ଧନୁ ଓ ତୀର ସହ ଅନେକ ସାରଞ୍ଜାମ ଜବତ କରାଯାଇଛି। ପ୍ରକାଶ ଯେ, କପିଳାସ ଅଭୟାରଣ୍ୟ ଶିକାର ପାଇଁ ଯାଉଥିବା ବେଳେ ୨ଜଣ ଶିକାରୀଙ୍କୁ ଧରିଛି ବନବିଭାଗ। ସେମାନଙ୍କ ନିକଟରୁ ଗୋଟିଏ…

ଚାନ୍ଦା ମାଗି ଗିରଫ ହେଲେ କଂଗ୍ରେସ ନେତା

ସମ୍ବଲପୁର: ଚାନ୍ଦା ମାଗିବା ଅଭିଯୋଗରେ ଜଣେ କଂଗ୍ରେସ ନେତା ଗିରଫ ହୋଇଛନ୍ତି। ଜଣେ ଠିକାଦାରଙ୍କୁ ଚାନ୍ଦା ମାଗିବା ସହ ମାଡ଼ ମାରିବା ଅଭିଯୋଗରେ ସମ୍ବଲପୁର ଜିଲ୍ଲା ଠେଲକୋଲେଇ ଥାନା ପୋଲିସ ଆଜି ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଗୁଣମଣି ରୋହିଦାସ, ବାଳକୃଷ୍ଣ ରୋହିଦାସ ଓ ରାଜେଶ ରୋହିଦାସ। ଗିରଫ…

ଦାଦା ବଟି ଆଦାୟ: ୬ ଓ୍ବେବ୍‌ ପୋର୍ଟାଲ…

ଭୁବନେଶ୍ବର: ନିଜକୁ ଗଣମାଧ୍ୟମ ପ୍ରତିନିଧି ବୋଲି ପରିଚୟ ଦେଇ ବିଭିନ୍ନ ଲୋକଙ୍କୁ ଧମକ ଦେଉଥିଲେ, ବ୍ୟବସାୟୀଙ୍କୁ ଚାନ୍ଦା ମାଗୁଥିଲେ, ଖବର ପ୍ରସାରଣ କରି ହଇରାଣ କରିବୁ ବୋଲି ଡରାଉଥିଲେ। ଏବେ ଏମିତି ୬ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି କ୍ୟାପିଟାଲ ଥାନା ପୁଲିସ୍। ସେମାନେ ବିଭିନ୍ନ ତଥାକଥିତ ଓ୍ବେବ୍‌…