Odisha Link
Bridging the Missing Links in Odisha
Browsing Tag

arrested

ବନ୍ୟଜନ୍ତୁ ଶିକାର ପାଇଁ ତାର ବିଛାଇ ୨…

ରେଢ଼ାଖୋଲ: ଜଙ୍ଗଲରୁ ବନ୍ୟଜନ୍ତୁ ଶିକାର ପାଇଁ ତାର ବିଛାଇ ଦୁଇ ଶିକାରୀ ଗିରଫ। ବନ୍ୟଜନ୍ତୁ ଶିକାର ପାଇଁ ୧୧ କେଭିର ବିଦ୍ୟୁତ ତାର ସଂଯୋଗ କରୁଥିବା ବେଳେ ରେଢାଖୋଲ ବନବିଭାଗ ହାବୁଡରେ ପଡି ୨ ଶିକାରୀ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ବେଲାରସେନ ନାଏକ ଓ ରମେଶ ବିଶି। ପ୍ରକାଶ ଯେ, ରେଢାଖୋଲ…

ଦାଦାବଟି ମାଗି ଦୁଇ ଗିରଫ

କଟକ: କଟକ ବିଲ୍ଡରଙ୍କ ଠାରୁ ୨୦ ଲକ୍ଷ ଦାଦାଵଟି ମାଗିବା ଅଭିଯୋଗରେ ୨ ଜଣ ଗିରଫ ହୋଇଛନ୍ତି। ସେମାନଙ୍କଠାରୁ ୨ଟି ବନ୍ଧୁକ ୨ରାଉଣ୍ଡ ଗୁଳି ଜବତ। ମର୍କତ ନଗର ଥାନା ପୋଲିସ ଦ୍ଵାରା ଅଭିଯୁକ୍ତ ଦ୍ୱୟ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ହେଲେ ଜିତେନ୍ଦ୍ର ପରିଡ଼ା ଗୋବିନ୍ଦ ସାହୁ ଗିରଫ। ଜିତେନ୍ଦ୍ର…

ଦାଦାବଟି ଆଦାୟ: ବରମୁଣ୍ଡାରୁ ଆଉ ୪ ଗିରଫ

ଭୁବନେଶ୍ୱର: ଆଜି ଅପରାହ୍ନରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ଏକ୍ସଟର୍ସନ ଟିମ ଉଠାଇ ନେଇଥିବା ବେଳେ ବରମୁଣ୍ଡାରୁ ଆଉ ୪ ଜଣ ଅସାମାଜିକ ତତ୍ୱଙ୍କୁ ପୋଲିସ ଉଠାଇ ନେଇଛି। ଏହି ଯୁବକ ମାନେ ରାଜ୍ୟ ବାହାରକୁ ଚଳାଚଳ କରୁଥିବା ବସ ଗୁଡିକ ନିକଟରୁ ୨ ହଜାର ଟଙ୍କା ଆଦାୟ କରୁଥିଲେ। ଏହା ସହିତ ସାଧାରଣ…

୧୧ କୁଖ୍ୟାତ ଡକାୟତ ଗିରଫ

ଯାଜପୁର: ୧୧ ଅନ୍ତଃରାଜ୍ୟ ଡକାୟତ ଗିରଫ। ସେମାନଙ୍କ ପାଖରୁ ୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଜବତ କରାଯାଇଛି। ୭୬ ଗ୍ରାମ ସୁନା ଓ ୧୨ କେଜି ରୁପା ଅଳଙ୍କାର ଓ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ଏନେଇ ପ୍ରସମିଟ୍‌ରେ ସୂଚନା ଦେଇଛନ୍ତି ଯାଜପୁର ଏସ୍‌ପି ଚରଣ ସିଂହ ମୀନା। ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଗତ ୬ ତାରିଖରେ…

ଧୋନିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା…

ଅହମଦାବାଦ: ଧୋନିଙ୍କ ଝିଅକୁ ଦୁଷ୍କର୍ମ ଧମକ ଦେଇଥିବା ଅଭିଯୁକ୍ତ ନାବାଳକ ଗିରଫ। ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିବାଙ୍କୁ ସୋସିଆଲ୍ ମିଡିଆରେ ଅଶ୍ଳୀଳ କମେଣ୍ଟ କରୁଥିବା ବ୍ୟକ୍ତିକୁ ଗୁଜୁରାଟର କଚ୍ଛ ଜିଲ୍ଲାରୁ ଗିରଫ କରାଯାଇଛି। କଚ୍ଛ ପୋଲିସର କହିବା ଅନୁସାରେ, ଏହି…

ବଳି ପାଇଁ ନାବାଳିକାଙ୍କୁ ଅପହରଣ ଉଦ୍ୟମ…

ଭୁବନେଶ୍ବର: ନାବାଳିକାକୁ ବଳିଦେବା ଏବଂ ଅପହରଣ ଘଟଣା ରେ ଗୁଣିଆକୁ ଗିରଫ କରିଛି ପୋଲିସ। ଗୁଣିଆ ରତ୍ନାକର ସେଠିକୁ ଗିରଫ କରାଯାଇଛି। ଗୁଣିଆ ଫେରାର ହୋଇଯାଇଥିବା ବେଳେ ପଶ୍ଚିମବଙ୍ଗ ନିକଟରୁ ପୋଲିସ ତାକୁ କାବୁ କରିଥିଲା। ଅଭିଯୁକ୍ତ ଗୁଣିଆ ଜଣକ ସେରଗଡ଼ ଅଞ୍ଚଳର ବରମୁଣ୍ଡଳୀ ଗାଁର ବୋଲି ଜଣାପଡ଼ିଛି।…

ଯୌତୁକ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ…

ଭୁବନେଶ୍ୱର: ପତ୍ନୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ମହିଳା ଥାନା ପୁଲିସ୍‌ ଜଣେ ଆର୍ମି ମେଜରଙ୍କୁ ଗିରଫ କରିଛି। ସେ ହେଲେ ନୟାପଲ୍ଲୀରେ ରହୁଥିବା ୧୭୬/ଏଲ୍‌ ରେଜିମେଣ୍ଟର ମେଜର ସୌମ୍ୟ ରଞ୍ଜନ ପତି। ପତ୍ନୀଙ୍କ ଅଭିଯୋଗକ୍ରମେ ମହିଳା ଥାନା ପୁଲିସ ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା।…

ରାଜଧାନୀରୁ ଗିରଫ ହେଲେ ୨ ବନ୍ଧୁକ ବେପାରୀ

ଭୁବନେଶ୍ୱର: ପୋଲିସ ଚେକିଂ ସମୟରେ ଧରାପଡିଛନ୍ତି ବନ୍ଧୁକ ବେପାରୀ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ବରରେ ଭୁବନେଶ୍ୱର। ଏନେଇ ଡିସିପି ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ବର ଖଣ୍ଡଗିରି ଆଳୁଗଦି ଅଞ୍ଚଳରୁ ୨ ଜଣ ବନ୍ଧୁକ ବେପାରୀ ଗିରଫ। ବ୍ଲକିଂ ଚେକିଂ ସମୟରେ…

ନକଲି ପୋଲିସ ଗାଡ଼ିରୁ ଦୁଇ ଅପରାଧୀ ଗିରଫ

ବାଲେଶ୍ବର: ଖନ୍ତାପଡ଼ା ଥାନା ଅଞ୍ଚଳରୁ ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୋଲିସ ଗିରଫ କରିଥିବାର ସୂଚନା ମିଳିଛି। ଉଭୟଙ୍କ ନାମରେ ବହୁ ଅପରାଧିକ ମାମଲା ଥିବା କୁହାଯାଉଛି। ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ସାଢେ ୯ଟା ବେଳେ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଟୋଲଗେଟ୍ ନିକଟରେ ଏକ ନାଲିବତି ଗାଡ଼ି…

ଗିରଫ ହେଲେ ବୌଦ୍ଧ ଡେପୁଟି କଲେକ୍ଟର

ବୌଦ୍ଧ: ବୌଦ୍ଧ ଡେପୁଟି କଲେକ୍ଟରଙ୍କୁ ଗିରଫ। ବୌଦ୍ଧ ଡେପୁଟି କଲେକ୍ଟର ଶରତ ବାଗଙ୍କୁ ଗିରଫ କଲା ଝାରସୁଗୁଡ଼ା ଟାଉନ ଥାନା ପୋଲିସ। ପତ୍ନୀ ନିର୍ଯ୍ୟାତନା ଅଭିଯୋଗରେ ବୌଦ୍ଧ ଡେପୁଟି କଲେକ୍ଟରଙ୍କୁ ଗିରପ କରାଯାଇଛି। ବିଟିଏମ୍‌ ଫାଣ୍ଡିରେ ରଖି ବୌଦ୍ଧ ଡେପୁଟି କଲେକ୍ଟରଙ୍କୁ ପଚରାଉଚରା କରାଯିବ। ସୂଚନା…