Odisha Link
Bridging the Missing Links in Odisha
Browsing Tag

arrested

ଏଟିଏମରୁ ଲୁଟ, ଜଣେ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ଏଟିଏମ ଲୁଟ ସମୟରେ କମିଶନରେଟ ପୁଲିସ ଦ୍ୱାରା ଜଣେ ଗିରଫ ହୋଇଥିବା ଆଜି ଜଣାପଡ଼ିଛି। ଗିରଫ ଯୁବକଙ୍କ ନାଁରେ ଥାନାରେ ୮ ରୁ ଅଧିକ ମାମଲା ରହିଥିବା ବେଳେ ପ୍ରାୟ ୪୨ ହଜାର ଟଙ୍କା ଜବତ ହୋଇଛି। ବରିଷ୍ଠ ନାଗରିକଙ୍କୁ ହାତେଇ ଟଙ୍କା ଲୁଟ କରୁଥିବା ସମୟରେ ଯୁବକ ଗିରଫ ହୋଇଥିବା ନେଇ…

ଜାମୁ କାଶ୍ମୀରରୁ ୩ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଜାମୁ କାଶ୍ମୀରରୁ ୩ ଆତଙ୍କବାଦୀ ଗିରଫ। ଜାମ୍ମୁ କାଶ୍ମୀରର ରାଜୌରୀ ଜିଲ୍ଲାରେ ପୋଲିସ ଏବଂ ସେନାର ମିଳିତ ଅପରେସନ୍ ଫଳରେ ୩ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛନ୍ତି।ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର, ଗୁଳି ଓ ନଗଦ ଟଙ୍କା ଜବତ କରାଯାଇଛି। ଏହି ତିନି ଆତଙ୍କବାଦୀ କାଶ୍ମୀର ଉପତ୍ୟକାର…

ପିଏଲଏଫଆଇର ୨ ହାର୍ଡକୋର୍ ସଦସ୍ୟ ଗିରଫ

ସୁନ୍ଦରଗଡ: ସୁନ୍ଦରଗଡ଼ ପୋଲିସ ଦ୍ୱାରା ଗିରଫ ହେଲେ ପିଏଲଏଫଆଇର ୨ ହାର୍ଡକୋର ସଦସ୍ୟ। ପିଏଲଏଫଆଇ ବାଦସାହ ଗ୍ରୁପର ଏହି ୨ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କଠାରୁ କାରବାଇନ, ୭ଟି ଦେଶୀ ସିଙ୍ଗିଲ୍ ସଟ୍ ବନ୍ଧୁକ, ଗୋଟିଏ ଡବଲ୍ ସଟ୍ ଦେଶୀ ବନ୍ଧୁକ ଓ ୨ ଟି ଜୀବନ୍ତ ଗୁଳି ଜବତ ହୋଇଛି।ଏନେଇ…

ନାବାଳିକାକୁ ମାରିଦେଲା ସାବତ ମାଆ !

ଉଦଳା : ୧୧ ବର୍ଷର ନାବାଳିକାକୁ ସାବତ ମାଆର ହତ୍ୟା ଅଭିଯୋଗ ଆସିଛି। ଖୁଣ୍ଟା ଥାନା ବାରହାଗଡ଼ିଆ ଗାଁରେ ହତ୍ୟାକାଣ୍ଡ ଘଟିଛି। ଏନେଇ ଏହାର କାରଣ ଅସ୍ପଷ୍ଟ ରହିଛି। ଝିଅର ତଣ୍ଟିଚିପି ଟାଙ୍ଗି ଦେଇଥିବା ଅଭିଯୋଗ ପରେ ସାବତ ମାଆ ଗରିଫ ହୋଇଛି।

ଦିଲ୍ଲୀ ହିଂସା ମାମଲାରେ ଜେଏନୟୁର…

ନୂଆଦିଲ୍ଲୀ: ଚଳିତ ବର୍ଷ ଫେବୃୟାରୀରେ ଉତ୍ତର-ପୂର୍ବ ଦିଲ୍ଲୀରେ ହୋଇଥିବା ଦଙ୍ଗା ମାମଲାରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଉମର ଖାଲିଦ ଗିରଫ। ଦିଲ୍ଲୀ ଦଙ୍ଗାରେ ହାତଥିବା ଅଭିଯୋଗରେ ପୋଲିସ ଗତକାଲି ବିଳମ୍ବ ରାତିରେ ଜେଏନୟୁର ପୂର୍ବ ଛାତ୍ର ନେତା ଉମର ଖାଲିଦଙ୍କୁ ଗିରଫ କରିଛି।…

ଦୁଇ ହରିଣ ଶିକାରୀ ଗିରଫ

ସମ୍ବଲପୁର: ବଡ଼ମାଳ ରେଞ୍ଜ ଜଙ୍ଗଲରେ ବନବିଭାଗ ଚଢାଉ କରିଥିବା ଜଣାପଡ଼ିଛି। ଚଢାଉ ବେଳେ ଦୁଇ ହରିଣ ଶିକାରୀଙ୍କୁ ଗିରଫ କରିବା ସହ ହରିଣ ମାଂସ ଜବତ କରିଛି। ହରିଣ ଶିକାର କରି ମାଂସ ଭାଗ ବେଳେ ଦୁଇ ଶିକାରୀ ଗିରଫ ହୋଇଛନ୍ତି। ଶିକାରୀଙ୍କ ଠାରୁ ୪୦ କେଜି ମାଂସ ଜବତ ସହ ଦେଶୀ ବନ୍ଧୁକ ଓ ଟର୍ଚ୍ଚ ଲାଇଟ ମଧ୍ୟ…

ହୃଦୟସ୍ପର୍ଶୀ ଖୁସି ଖବର : ସୁଶାନ୍ତଙ୍କ…

ମୁମ୍ବାଇ: ଗିରଫ ହେଲେ ରିୟା ଚକ୍ରବର୍ତ୍ତୀ। ଡ୍ରଗ୍ସ କାରବାର ଓ ସେବନ ଅଭିଯୋଗରେ ମାମଲାରେ ଛନ୍ଦି ହୋଇ ପଡ଼ିଥିବା ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ଏନ୍‌ସିବି। ଆଜି ତୃତୀୟ ଦିନ ଜେରା କରିବା ସମୟରେ ଏନ୍‌ସିବି ରିୟାଙ୍କୁ ଗିରଫ କରିଛି। ଆଜି ଜେରା ବେଳେ ସେ ଡ୍ରଗ୍ସ ନେଉଥିବା କଥା…

ଗିରଫ ହେଲେ ରିୟା

ମୁମ୍ବାଇ: ଗିରଫ ହେଲେ ରିୟା ଚକ୍ରବର୍ତ୍ତୀ। ଡ୍ରଗ୍ସ କାରବାର ମାମଲାରେ ଛନ୍ଦି ହୋଇ ପଡ଼ିଥିବା ବଲିଉଡ୍‌ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି ଏନ୍‌ସିବି। ଆଜି ତୃତୀୟ ଦିନ ଜେରା କରିବା ସମୟରେ ଏନ୍‌ସିବି ରିୟାଙ୍କୁ ଗିରଫ କରିଛି। ଆଜି ଜେରା ବେଳେ ସେ ଡ୍ରଗ୍ସ ନେଉଥିବା କଥା ସ୍ୱୀକାର…

ବିଲ୍‌ଡର ସଂସ୍ଥା ନିର୍ଦ୍ଦେଶକ ଗିରଫ

ଭୁବନେଶ୍ବର: ଘର ଦେବାକୁ କହି ୫ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ବିଲ୍‌ଡର ସଂସ୍ଥାର ନିର୍ଦ୍ଦେଶକଙ୍କୁ ଗିରଫ କଲା କ୍ରାଇମବ୍ରଞ୍ଚ ଇଓଡବ୍ଲୁ। କେଶରୀ ଇଷ୍ଟେଟ୍‌ ପ୍ରା. ଲିଃର ନିର୍ଦ୍ଦେଶକ ଅକ୍ଷୟ ଚୌଧୁରୀ ଗିରଫ ହୋଇଛନ୍ତି। ଡୁପ୍ଲେକ୍ସ ଯୋଗାଇ ଦେବାକୁ ବିଭିନ୍ନ ଲୋକଙ୍କ ଠାରୁ ଠକିଥିବା ଅଭିଯୋଗ ହୋଇଛି।

ଦିଲ୍ଲୀରୁ ୨ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ : ବାବର ଖାଲସା ଆନ୍ତର୍ଜାତୀୟ ସଂଗଠନର ଦୁଇ ଆତଙ୍କବାଦୀ ଗିରଫ। ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍‌ ସୋମବାର ଆତଙ୍କବାଦୀ ସଂଗଠନ ବାବର ଖାଲସା ଇଣ୍ଟରନ୍ୟାସନାଲ(ବିକେଆଇ)ର ଦୁଇ ଆତଙ୍କବାଦୀଙ୍କୁ ଗିରଫ କରିଛି। ଦୁଇ ଆତଙ୍କବାଦୀଙ୍କ ନିକଟରୁ ବହୁ ସଂଖ୍ୟକ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ…