Odisha Link
Bridging the Missing Links in Odisha
Browsing Tag

arrested

ଜେଲ ଗଲେ କୋଟିପତି ବାବୁ

ଢେଙ୍କାନାଳ: ଜେଲ୍‌ ଗଲେ ଏଆରସିଏସ ରମେଶ ବେହେରା। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ  ଫ୍ୟାକ୍ଟି୍ର ଓ ବଏଲର୍ସ ଉପନିଦେ୍ର୍ଧଶକ ରମେଶ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ୪ଟି ଟିମ ଏକ କାଳୀନ ଚାରୋଟି ଜାଗାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଭୁବନେଶ୍ୱରର ପଟିଆରେ ଥିବା…

ପ୍ରଧାନମନ୍ତ୍ରୀଙ୍କୁ ଧମକ; ରାଜଦ୍ରୋହ…

ଭୁବନେଶ୍ବର: ଦେଶଦ୍ରୋହ ମାମଲାରେ ଜଣେ ଗିରଫ। ଅଭିଯୁକ୍ତକୁ ଗିରଫ କରିଛି ଉତ୍ତରପ୍ରଦେଶ ବାଗପତ ଜିଲ୍ଲା ସିଂହବାଲି ଥାନା ପୋଲିସ। ଗିରଫ ଅଭିଯୁକ୍ତ ଜଣକ କଟକ ସାଲେପୁର ଥାନା କୁଶମ୍ବୀ ଗାଁର ସୟଦ ହସନ ଅହମ୍ମଦ। ସୟଦଙ୍କୁ ଦଫା ୧୨୪(କ), ୫୦୭, ୫୦୪, ୩୫୩(କ)ରେ ପୁଲିସ ଗିରଫ କରିଛି। ୟୁପି ପୋଲିସ ଆଜି ସକାଳୁ…

ଦିଲ୍ଲୀରୁ ଆଇଏସଆଇଏସ୍ ଆତଙ୍କୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରୁ ଆଇଏସଆଇଏସ୍ ଆତଙ୍କୀ ଗିରଫ। ଦିଲ୍ଲୀର ଧଲାକୂଆଁ ରିଙ୍ଗ ରୋଡ ନିକଟରେ ଗତକାଲି ବିଳମ୍ବିତ ରାତିରେ ପୋଲିସ-ଆତଙ୍କବାଦୀ ଗୁଳିବିନିମୟ ହୋଇଛି। ପୁଲିସ୍‌ ଆଇଏସ୍‌ଆଇଏସ୍‌ର ଏକ ଆତଙ୍କବାଦୀକୁ ଗିରଫ କରିବା ସହ ସଂପୃକ୍ତ ଅଞ୍ଚଳରୁ ଆଇଡି ବିସ୍ଫୋରକ ଏବଂ କିଛି ଅସ୍ତ୍ରଶସ୍ତ୍ର ଜବତ କରିଛି।…

ଅବସରପ୍ରାପ୍ତ ରେଞ୍ଜର ଗିରଫ

ଭୁବନେଶ୍ବର: ଅବସରପ୍ରାପ୍ତ ରେଞ୍ଜର ଅଭୟ କୁମାର ଜେନାଙ୍କୁ ଭୁବନେଶ୍ବର ଭିଜିଲାନ୍ସ ଡିଭିଜନ୍ ଗିରଫ କରିଛି। ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଶ୍ରୀ ଜେନାଙ୍କର ୪ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତ ଠାବ ହୋଇଛି। ସବୁଠୁ ବଡ଼ କଥା ହେଲା ସମାନ ଅଭିଯୋଗରେ ୧୯୯୯ରେ ଅଭୟଙ୍କ…

ରାଜସ୍ବ ବିଭାଗର ସ୍ବତନ୍ତ୍ର ସଚିବ ଗିରଫ

ଭୁବନେଶ୍ବର : ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ସ୍ବତନ୍ତ୍ର ସଚିବ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସ୍ବତନ୍ତ୍ର ସଚିବ ଅଜୟ ଦାସଙ୍କୁ ଗିରଫ କଲା ଭିଜିଲାନ୍ସ । କାଲି ଅଜୟଦାସଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଗିରଫ ପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି ଅଜୟ ଦାସ।…

ବାଙ୍କୀ ଡବଲ୍ ମର୍ଡର ଘଟଣା : ମୁଖ୍ୟ…

ବାଙ୍କୀ: କଟକ ରେଲଓ୍ବେ ଷ୍ଟେସନ ପୋଲିସକୁ ମିଳିଛି ବଡ଼ ସଫଳତା। ବାଙ୍କୀ ଖଜୁରୀପଦା ନୂଆଙ୍ଗା ଡବଲ ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭ୍ରମରବର ପ୍ରଧାନ ଗିରଫ ହୋଇଛି। ଫଳରେ ବାଙ୍କୀ ଡବଲ୍ ମର୍ଡର ଘଟଣାରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁସାରେ, ଗତ ଫେବୃଆରୀ ମାସ ୧୫…

କରୋନା : ଗୁଜବ କରି ବନ୍ଧା ହେଲେ

ଭୁବନେଶ୍ୱର: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ୱରେ କାୟା ମେଲାଇ ଚାଲିଛି। ଓଡ଼ିଶାରେ ବି ଏହାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ଅବସରରେ କରୋନା ସମ୍ପର୍କିତ ଗୁଜବ ପ୍ରଚାର କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଥିବା ଜଣାଯାଇଛି। କୋଲିଆରି ଥାନା ବଲଣ୍ଡାରୁ ଜଣେ…

୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ଗିରଫ

ଲମତାପୁଟ: କୋରାପୁଟରୁ ଦିଲ୍ଲୀ ଗଞ୍ଜେଇ ଚାଲାଣ ବେଳେ ଲମତାପୁଟ ପୋଲିସ ହାତରେ ଧରା ପଡିଛି। ଏକ ଅଭିନବ ଉପାୟରେ କାର୍ ପଛପଟ ଗ୍ୟାସ୍ ସିଲିଣ୍ଡର ଭିତରେ, ସିଟ୍ ଭିତରେ ଏବଂ ଗାଡିର ପଛ ବମ୍ପରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା। ଏହି କାରକୁ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତମାନେ…

୨ ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ, ତିନି…

ବରଗଡ଼: ବରଗଡ଼ ଭଟଲିରୁ ୨ଲକ୍ଷ ଟଙ୍କାର ନକଲି ନୋଟ୍ ଜବତ ହୋଇଛି । ନକଲି ନୋଟ୍ ଜବତ କଲା କ୍ରାଇମବ୍ରାଞ୍ଚ ଏସଟିଏଫ। ନକଲି ୫୦୦, ୨୦୦ ଓ ୧୦୦ ଟଙ୍କିଆ ନୋଟ୍ ଜବତ ହୋଇଥିବା ଜଣାପଡିଛି। ଗିରଫ ୩ଜଣ ହେଲେ ଛତିଶଗଡ ରାଇଗଡର ମଙ୍ଗଲୁ ମାଲଖାର, କଟକର ସୁଦର୍ଶନ ମହାନ୍ତି, ବରଗଡ଼ର ପ୍ରଫୁଲ୍ଲ ମେହେର।

କାଶ୍ମୀରରୁ ଆଇଏସଆଇ ଏଜେଣ୍ଟ ଗିରଫ

ଜମ୍ମୁ: ଜମ୍ମୁ-କାଶ୍ମୀର ପୋଲିସର ସ୍ପେଶାଲ ଅପରେସନ ଗ୍ରୁପ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ଏଜେଣ୍ଟକୁ ଗିରଫ କରିଛି। ଯୁବକଜଣଙ୍କ ପାକିସ୍ତାନର ଗୁଇନ୍ଦା ବିଭାଗ ପାଇଁ ଏଜେଣ୍ଟ ଭାବେ କାମ କରୁଥିବା ଅଭିଯୋଗ ହୋଇଛି। ପୋଲିସ ନରଓ୍ୱାଲ ଫଳ ଓ ପରିବା ବଜାରରୁ ତାଙ୍କୁ ଗିରଫ କରାଯାଇଛି। ଯୁବକଟିର…