Odisha Link
Bridging the Missing Links in Odisha
Browsing Tag

arrested

ଅତିଥି ସାଜି ଚୋରି,ଜଣେ ଗିରଫ

ଭୁବନେଶ୍ବର: ବଦଳୁଛି ଲୁଟ୍‌ ତରିକା। ଚଳଚ୍ଚିତ୍ର ଲୁଟପାଟ ଶୈଳୀକୁ ଅନୁସରଣ କରିଛନ୍ତି ଲୁଟିଆ। ଅତିଥି ହୋଇ ବିହାହ କିମ୍ବା ବ୍ରତଘର କାର୍ଯ୍ୟକ୍ରମରେ ପହଞ୍ଚି ଯାଉଛନ୍ତି। ଉପହାର ଦେବା ବଦଳରେ ବର ଓ କନ୍ୟାକୁ ମିଳିଥିବା ଉପହାର ଲୁଟି ନେଉଛିନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀର ଖଣ୍ଡଗିରି…

ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଗିରଫ…

ଭଦ୍ରକ: ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ୍ ଅନ୍ତର୍ଗତ ନପଙ୍ଗ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପଞ୍ଚାୟତ ଅଫିସରେ ସ୍ବାବଲମ୍ବୀ କାରିଗର ଭବେ କାର୍ଯ୍ୟ କରୁଥିବା ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ ହୋଇଥିଲା। ମହିଳା ଜଣଙ୍କ ଭଣ୍ଡାରିପୋଖରୀ ଥାନାରେ ଏତଲା ଦେଇଥିଲେ। ପରେ ଏସପିଙ୍କୁ ମଧ୍ୟ…

ଶିଶୁ ବିକ୍ରି ଘଟଣାରେ ଗିରଫ ହେଲେ ଆଉ…

ଭୁବନେଶ୍ୱର: ଖଣ୍ଡଗିରି ଅଞ୍ଚଳରେ ଶିଶୁ ବିକ୍ରି ଘଟଣାରେ ପୁଲିସ ଆଉ ୩ ଜଣଙ୍କୁ ଗିରଫ କରିଛି । ଶିଶୁର ବାପାଙ୍କ ସମେତ ବିକ୍ରିରେ ମଧ୍ୟସ୍ଥତା କରିଥିବା ୨ ଜଣଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଶିଶୁକୁ କ୍ରୟ କରିଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଥିଲା। ଗତକାଲି ଖଣ୍ଡଗିରି ଥାନା ଅଞ୍ଚଳରେ ଶିଶୁ ବିକ୍ରି…

ଅଶ୍ଳୀଳ ମେସେଜ୍: ବୃଦ୍ଧ ଗିରଫ

ଭଦ୍ରକ: ଯୁବତୀଙ୍କୁ ଅଶ୍ଳୀଳ ମେସେଜ ପଠାଇବା ଅଭିଯୋଗରେ ବୃଦ୍ଧ ଗିରଫ। ଗିରଫ ବୃଦ୍ଧ ହେଉଛନ୍ତି ଭଦ୍ରକ ଗ୍ରାମାଞ୍ଚଳ ଥାନା ଏରେଇଁ ଅଞ୍ଚଳର ଏସ.କେ. ସରିଫ। ଏସ.କେ. ସରିଫଙ୍କ ନିଜ ଘର ଜଟଣୀ ଅଞ୍ଚଳରେ। ସେ ଏଫସିଆଇରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ। ସେ ୨୦୦୨ ମସିହାରୁ ଭଦ୍ରକ ଜିଲ୍ଲା ଚରମ୍ପାର ଏରେଇଁଠାରେ…

୪ ଡକାୟତ ଗିରଫ , ବନ୍ଧୁକ ଜବତ

ସୋର: ସୋର ମହୋତ୍ସବ ପଡିଆରୁ ୪ ଡକାୟତ ଗିରଫ ହୋଇଛନ୍ତି। ଗତକାଲି ବିଳମ୍ବିର ରାତିରେ ସୋର ପୋଲିସ ସେମାନଙ୍କୁ ଗିରଫ କରିଛି। ଡକାୟତମାନେ ଡକାୟତି ପାଇଁ ଯୋଜନା କରୁଥିବାବେଳେ ଗିରଫ କରିଛି ପୋଲିସ। ଡକାୟତି ଯୋଜନା ହେଲା ପଣ୍ଡ। ୪ ଡକାୟତଙ୍କୁ ଗିରଫ କଲା ପୋଲିସ। ପୂର୍ବରୁ ୫ଟି ମାମଲାରେ ଏମାନଙ୍କର ସଂପୃକ୍ତି…

ନାବାଳିକାକୁ ଦୁଷ୍କର୍ମ, ଯୁବକ ଗିରଫ

ରାଉରକେଲା: ଜଣେ ନାବାଳିକାକୁ ବିବାହର ପ୍ରତିଶ୍ରୁତି ଦିଆଯାଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଉଦିତନଗର ଥାନା ଅଞ୍ଚଳରେ ଏହି ଅଘଟଣ ଘଟିଛି। ଏନେଇ ପୁଲିସ ଜଣେ ଯୁବକକୁ ଗିରଫ କରିଛି।

ବଜ୍ରକାପ୍ତା ଚାଲାଣର ଆଉ ଜଣେ…

ଭୁବନେଶ୍ବର: ବଜ୍ରକାପ୍ତା ଚାଲାଣର ଆଉ ଜଣେ ମାଷ୍ଟରମାଇଣ୍ଡକୁ ଧରିବାରେ ସଫଳ ହୋଇଛି ବନ ବିଭାଗ। ଭୁବନେଶ୍ବର ଗଙ୍ଗନଗରର କୁଖ୍ୟାତ ଦଲାଲ ନୀଳକଣ୍ଠ ନାୟକକୁ ଗୁରୁବାର ବନବିଭାଗ ଗିରଫ କରିଛି।ନୀଳକଣ୍ଠ ହେଉଛି ବଜ୍ରକାପ୍ତା ଚାଲାଣର କିଙ୍ଗପିନ ଅଲ୍ଲୀର ଅନ୍ୟତନ ସହଯୋଗୀ। ନୀଳକଣ୍ଠକୁ ଗିରଫ ପରେ ବନବିଭାଗ ଏକତ୍ର…

ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୩ ଗିରଫ

ଜଳେଶ୍ବର: ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ସାଇଁପଦା ଗାଁରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ଘଟଣାରେ ୩ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜଳେଶ୍ବର ଅଞ୍ଚଳର ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ଗତ ୧୭ ତାରିଖ ଅପରାହ୍ନରେ ମଜୁରୀ ଟଙ୍କା ଆଣିବା ପାଇଁ ନିଜ…

ଗିରଫ ହେଲେ ପୂର୍ବତନ ବିଜେଡି ବିଧାୟକ…

ଭବାନୀପାଟଣା: ଗିରଫ ହେଲେ ବିଜେଡି ନେତା ତଥା ପୂର୍ବତନ ବିଧାୟକ ଅନାମ ନାଏକ। ଦୁର୍ନୀତି ମାମଲାରେ ଆଜି ଭବାନୀପାଟଣାର ପୂର୍ବତନ ବିଧାୟକ ଅନାମ ନାଏକଙ୍କୁ ଗିରଫ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି । ଅନାମଙ୍କୁ ଗିରଫ ନେଇ ଜୟପୁର ଭିଜିଲାନ୍ସ ସୂତ୍ରରୁ ସୂଚନା…

ବଜ୍ରକାପ୍ତା ଚୋରା ଚାଲାଣ ମାମଲାରେ ଆଉ ୩…

ଆଠଗଡ଼: ଆଠଗଡ଼ ବନଖଣ୍ଡରେ ବଜ୍ରକାପ୍ତା ଚୋରା ଚାଲାଣ ମାମଲାରେ ଖିଅ ଯେତେ ଫିଟୁଛି ଚେର ଆହୁରି ଗଭୀରକୁ ଯାଇଥିବା ଜଣାପଡୁଛି। ଗତକାଲି ଆଠଗଡ ବନବିଭାଗ ପୁଣି ତିନି ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ଗୋଟିଏ ମୃତ ବଜ୍ରକାପ୍ତା ସହିତ ଅଭିଯୁକ୍ତମାନେ ବ୍ୟବହାର କରୁଥିବା ତିନୋଟି ମୋବାଇଲ ଫୋନ୍ ଜବତ…