ଭାଇକୁ ଭାଇ ମାରିଲା ତୀର
କରଞ୍ଜିଆ: ଭାଇକୁ ଭାଇ ମାରିଲା ତୀର। ଏମିତି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ କେନ୍ଦୁମୁଣ୍ଡି ଗାଁରେ। ଘର କାଳିକୁ ନେଇ ତୀର ମାଡ଼ ପରେ ବଡ଼ ଭାଇ ଆହତ ହୋଇଥିବା ବେଳେ ସାନ ଭାଇକୁ ପୁଲିସ୍ ଅଟକ ରଖି ପଚରାଉଚରା କରୁଛି।
ସୂଚନାଯୋଗ୍ୟ ଯେ, ଗାଁର ଦୁଇ ଭାଇ ବୁଧୁରାମ ପିଙ୍ଗୁଆ ଓ…