Odisha Link
Bridging the Missing Links in Odisha
Browsing Tag

Arun Sahoo

ଛାତ୍ରଛାତ୍ରୀଙ୍କ ପରୀକ୍ଷା ଦାୟିତ୍ବ ନେବେ…

ଭୁବନେଶ୍ବର: ଶେଷ ହେଲା ୟୁଜି/ ପିଜି ପରୀକ୍ଷା ନେଇ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମୀକ୍ଷା। ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ। ବୈଠକ ଶେଷରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇ କହିଛନ୍ତି ଯେ, ଛାତ୍ରଛାତ୍ରୀ ମାନେ କିଭଳି ପରୀକ୍ଷା ଦେବେ ସେ ଦାୟିତ୍ୱ…

ଚଳିତବର୍ଷ ହୋଇପାରେ ୟୁଜି-ପିଜି ପରୀକ୍ଷା,…

ଭୁବନେଶ୍ବର: ଚଳିତବର୍ଷ ହେବ ୟୁଜି ପିଜି ପରୀକ୍ଷା। କୁଳପତି ବୈଠକ ଶେଷ ହେବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଦେଇଛନ୍ତି ସୂଚନା। ‘ବିଳମ୍ବରେ ହେଲେ ବି UG/PG ପରୀକ୍ଷା ହେବ, ପାଠପଢ଼ା ଗୁରୁତ୍ବପୂର୍ଣ୍ଣ, ତେଣୁ ପରୀକ୍ଷା ହେବା ଉଚିତ। କୁଳପତିମାନେ କିଛି ଦିନର ସମୟ ନେଇଛନ୍ତି। ଆସନ୍ତା ୧୮ ତାରିଖରେ ଚୂଡ଼ାନ୍ତ…

କେନ୍ଦ୍ରକୁ କୃଷିମନ୍ତ୍ରୀ ଅରୁଣଙ୍କ ଚିଠି,…

ଭୁବନେଶ୍ବର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ଦାବି କଲେ ଓଡ଼ିଶା ସରକାର। ଏନେଇ ଆଜି କୃଷି ମନ୍ତ୍ରୀ ଅରୁଣ ସାହୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ,…

ରାଷ୍ଟ୍ରପତିଙ୍କୁ ସ୍ବାଗତ କଲେ କୃଷି…

ପୁରୀ: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପୁରୀ ଗସ୍ତ କରିଛନ୍ତି। ରାଷ୍ଟ୍ରପତି ପୁରୀରେ ପହଁଞ୍ଚିବା ପରେ ପୁରୀ ହେଲିପ୍ୟାଡରେ ରାଜ୍ୟ ସରକାରଙ୍କ ତରଫରୁ ସ୍ୱାଗତ କରିଥିଲେ କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ।…

ପରୀ ନ୍ୟାୟ ପାଉ, ସତ୍ୟ ଉନ୍ମୋଚନ ହେଉ:…

ଭୁବନେଶ୍ବର: ଆଜି ପରୀ ହତ୍ୟା ଘଟଣାରେ ମନ୍ତ୍ରୀ ଅରୁଣ ସାହୁ ନିଜ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ପରୀ ହତ୍ୟା ଘଟଣା ମୋତେ ବ୍ୟଥିତ କରିଛି। ମୁଁ ଗଭୀର ମର୍ମାହତ। ହିଂସାକୁ ମୁଁ ବିରୋଧ କରେ। କ୍ରାଇମବ୍ରାଞ୍ଚ ତଦନ୍ତକୁ ସ୍ୱାଗତ କରୁଛି। ଯିଏ ବି ଏହି ଘଟଣା ପଛରେ ଜଡ଼ିତ ଥାଆନ୍ତୁ, କାର୍ଯ୍ୟାନୁଷ୍ଠାନ ହେଉ।

ଗାଇଡଲାଇନ୍ ଅନୁଯାୟୀ କ୍ୟାମ୍ପସ ଖୋଲାଯିବ:…

ଭୁବନେଶ୍ବର: ଦୀର୍ଘ ଆଠ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ। କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ତରଫରୁ ବିଳମ୍ବରେ ହେଲେ ବି ବିଶ୍ୱବିଦ୍ୟାଳୟ ପରୀକ୍ଷା ହେବ। ଏନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ। ସଂକ୍ରମଣ କମୁଥିବାରୁ ରାଜ୍ୟ ସରକାରଙ୍କ ଗାଇଡ ଲାଇନ…

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ…

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗରେ ଅନେକ ପୂର୍ବପ୍ରଚଳିତ ଆଇନ ସାଂପ୍ରତିକ ସ୍ଥିତିରେ ତାହାର ପ୍ରାସଙ୍ଗିକତା ହରାଇଥିବାରୁ ସେଥିରେ ସଂଶୋଧନର ଆବଶ୍ୟକତା ଅନୁଭବ କରାଯାଇଥିଲା। ଏପରି ସ୍ଥିତିରେ ଓଡିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ଆଣିବା ନିମନ୍ତେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ୧୯୮୯ର ଆବଶ୍ୟକୀୟ…

ଯୁକ୍ତ ୨ ବାଣିଜ୍ୟ ଫଳାଫଳ: ଶ୍ରେଷ୍ଠ ୨ରେ…

ନୟାଗଡ଼: ପ୍ରକାଶ ପାଇଛି ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ଫଳ। ବିଜ୍ଞାନ ଭଳି ବାଣିଜ୍ୟରେ ବାଜିମାତ କରିଛି ନୟାଗଡ଼ ଜିଲ୍ଲା। ରାଜ୍ୟରେ ମୋଟ ପାସ ହାର ୭୪.୯୫ ପ୍ରତିଶତ ଥିବାବେଳେ ନୟାଗଡ଼ ଜିଲ୍ଲା ସର୍ବାଧିକ ପାସ୍‌ ହାର ୮୮.୭୦ ପ୍ରତିଶତ ରହିଛି। ଯାହା ରାଜ୍ୟରେ ସର୍ବାଧିକ ।ଜିଲ୍ଲାର ଏହି ସଫଳତା ପାଇଁ ରାଜ୍ୟ…

ମାଛ ଚାଷୀ ଏବଂ ବିକ୍ରେତାଙ୍କୁ ଗାଡ଼ି…

ନୟାଗଡ଼: କରୋନା କାଳରେ ନୟାଗଡ଼ର ମାଛ ଚାଷୀଙ୍କୁ ଉପହାର ଦେଲେ କୃଷିମନ୍ତ୍ରୀ ଅରୁଣ ସାହୁ। ନୟାଗଡ଼ ମତ୍ସ୍ୟ ବିଭାଗ ଆନୁକୁଲ୍ୟରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୫ ଜଣ ମାଛ ଚାଷୀ ଏବଂ ୫ ଜଣ ମାଛ ବିକ୍ରେତାଙ୍କୁ ଗାଡ଼ି ବଣ୍ଟନ କରିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ। ଏହି ଗାଡ଼ି ବଣ୍ଟନ କାର୍ଯ୍ୟକ୍ରମରେ…

ନୟାଗଡ଼: ଯୁକ୍ତ ୨ ଟପ୍ପର ହେଲେ ଉମେଶ,…

ନୟାଗଡ଼: ଆଜି ପ୍ରକାଶ ପାଇଛି ଚଳିତବର୍ଷ ଯୁକ୍ତ ୨ ବିଜ୍ଞାନ ଫଳାଫଳ। ଚଳିତବର୍ଷ ନୟାଗଡ଼ ଜିଲ୍ଲା ପାସ୍‌ ହାରରେ ସାରା ରାଜ୍ୟରେ ଆଗୁଆ। ନୟାଗଡ଼ ଜିଲ୍ଲାର ପାସ୍‌ ହାର ଚଳିତବର୍ଷ ୮୬.୫୧ ପ୍ରତିଶତ ରହିଛି। ନୟାଗଡ଼ ଜିଲ୍ଲାର ଉମେଶ ଦାସ ୫୪୬ ନମ୍ବର ରଖି ଜିଲ୍ଲା ଟପର ହୋଇଛନ୍ତି। ତାଙ୍କ ପଛକୁ ୫୪୧ ମାର୍କ ରଖି…