Odisha Link
Bridging the Missing Links in Odisha
Browsing Tag

Aruna Sahoo

ଜିଲ୍ଲା ବାହାରେ ଅରୁଣଙ୍କ ମିଶ୍ରଣ ପର୍ବ

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର। ବିଭିନ୍ନ ଦଳର ଛାମୁଆ ନେତା ଏବେ ଝାରସୁଗୁଡ଼ାରେ ଡେରା ପକାଇ ନିଜ ନିଜ ଦଳ ପାଇଁ କରୁଛନ୍ତି ଜୋରଦାର ପ୍ରଚାର। ଉପନିର୍ବାଚନକୁ ଆଉ ୩ ଦିନ ବାକି ଥିବାବେଳେ ବିଭିନ୍ନ ଦଳ କରୁଛନ୍ତି ଶକ୍ତି ପ୍ରଦର୍ଶନ। ଉପନିର୍ବାଚନ ଝାରସୁଗୁଡ଼ାରେ ହେଉଛି ସତ…

ଆସନ୍ତାକାଲିଠାରୁ ବିଜେଡିର ଆନ୍ଦୋଳନ

ଓଏଲ୍‌ ବ୍ୟୁରୋ : କେନ୍ଦ୍ରୀୟ ବଜେଟକୁ ନେଇ ପ୍ରେସମିଟ ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। କେନ୍ଦ୍ରର ଧାନ କିଣା ନୀତି ପାଇଁ ଓଡ଼ିଶା ତଥା ପଶ୍ଚିମ ଓଡ଼ିଶାର ଚାଷୀ ବହୁତ କ୍ଷତିଗ୍ରସ୍ତ ହେବେ ବୋଲି ସେ କହିଛନ୍ତି। ଯେଉଁଭଳି ବଜେଟ କରାଯାଇଛି, ତାହା ଫଳରେ ଓଡ଼ିଶା କ୍ଷତିଗ୍ରସ୍ତ…

ଛତୁ ଉତ୍ପାଦନରେ ଏକ ନମ୍ବର ଓଡ଼ିଶା: ଅରୁଣ…

ଭୁବନେଶ୍ବର: ଚଳିତ ବର୍ଷ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଫିକି ସହଯୋଗରେ ଆରମ୍ଭ ହେବ ରାଜ୍ୟସ୍ତରୀୟ କୃଷି ମେଳା ‘କୃଷି ଓଡ଼ିଶା’। ଏହା ଆସନ୍ତା ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ହେବାକୁ ଥିବା ଏହି ମହୋତ୍ସବକୁ ୧୫ ତାରିଖ ସନ୍ଧ୍ୟା ୫ଟା ୩୦ରେ…

ପୂର୍ବତଟ ରେଳ ବିଭାଗକୁ ଚିଠି ଲେଖିଲେ…

ନୟାଗଡ଼: ପୂର୍ବତଟ ରେଳ ବିଭାଗକୁ ଚିଠି ଲେଖିଲେ ନୟାଗଡ଼ ବିଧାୟକ ତଥା କୃଷି ମନ୍ତ୍ରୀ ଅରୁଣ ସାହୁ। ଏନେଇ ଚିଠିରେ ମନ୍ତ୍ରୀ ଲେଖିଛନ୍ତି ଯେ, କରୋନା ମହାମାରୀ କାରଣରୁ ଗତ ମାର୍ଚ୍ଚ ମାସ ଠାରୁ ନୟାଗଡ଼କୁ ରେଳ ଚଳାଚଳ ବନ୍ଦ ରହିଥିଲା। ବର୍ତ୍ତମାନ ପରିସ୍ଥିତି ସ୍ୱାଭାବିକ ହେବା ସହିତ ଧର୍ମାନୁଷ୍ଠାନମାନ…

ପୀଡ଼ିତା ନ୍ୟାୟ ପାଉ: ଅରୁଣ

ନୟାଗଡ଼: ବହୁ ଚର୍ଚ୍ଚିତ ନୟାଗଡ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାରେ ଆଜି ମୁହଁ ଖୋଲିଛନ୍ତି ମନ୍ତ୍ରୀ ଅରୁଣ ସାହୁ। ମନ୍ତ୍ରୀ କହିଛନ୍ତି ଯେ, ଭଗବାନ୍ ଓ ଓ ସମସ୍ତଙ୍କ ପାଖରେ ପ୍ରାର୍ଥନା କରୁଛି ଯେ ପୀଡିତା ନ୍ୟାୟ ପାଉ। ପୀଡିତା ନ୍ୟାୟ ପାଇବା ସହ ସତ୍ୟ ଉନ୍ମୋଚିତ ହେଉ। ତେବେ ଗତ ଜୁଲାଇ ୧୪ ତାରିଖରେ ‘ପରୀ’…

କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ କରୋନା

ଭୁବନେଶ୍ବର: ବରିଷ୍ଠ ବିଜେଡି ନେତା ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କରୋନା ଆକ୍ରାନ୍ତ ହୋଇଛନ୍ତି। ଏ ନେଇ ନିଜେ ଟୁଇଟ୍‌ କରି ଜଣାଇଛନ୍ତି ଡ. ସାହୁ। ସେ ସୁସ୍ଥ ଅଛନ୍ତି ଓ ଏବେ ଗୃହ ସଙ୍ଗରୋଧରେ ଥିବା ଉଲ୍ଲେଖ କରିଛନ୍ତି ଡ. ସାହୁ। ନିକଟ ଅତୀତରେ ତାଙ୍କ ସଂସ୍ପର୍ଶରେ ଆସିଥିବା…

ଓଡ଼ିଶା ରାଜ୍ୟ ବିହନ ନିଗମର ବିହନ…

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‌-୧୯)ର ମୁକାବିଲା ଲାଗି ଦେଶ ତଥା ସାରା ରାଜ୍ୟରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ଚଳିତ ଖରିଫ୍‌ରେ ଚାଷୀମାନଙ୍କୁ ସୁବିଧାରେ ଅଧିକ ଉତ୍ପାଦନକ୍ଷମ ଓ ଉନ୍ନତ ମାନର ବିହନ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ଯୋଗାଇଦେବା ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ,…

ବିଶ୍ୱ ମୃତ୍ତିକା ଦିବସ

ଭୁବନେଶ୍ୱର : ମୁଠାଏ ମାଟି ତିଆରି ହେବା ପାଇଁ ହଜାର ହଜାର ବର୍ଷ ଲାଗୁଥିବାବେଳେ ପ୍ରତିବର୍ଷ ଯେତେ ପରିମାଣରେ ମୃତ୍ତିକା କ୍ଷୟ ହେଉଛି ତାହା ଭବିଷ୍ୟତ ପାଇଁ ବି ପଦ ସୃଷ୍ଟି କରିବ । ପ୍ରକୃତିର ଅନବଦ୍ୟ ଅବଦାନ ପାଣି, ପବନ, ଆଲୋକ ଓ ମାଟି । ପୃଥିବୀର ମାନବଜଗତ ସମେତ ସଂ ପୂର୍ଣ୍ଣ ଜୀବଜଗତ ଓ ଉଦ୍ଭିଦଜଗତର…

ପ୍ରତି ମହାବିଦ୍ୟାଳୟରେ ପ୍ରୋକ୍ଟୋରିଆଲ…

ଭୁବନେଶ୍ବର : ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ ଡିଗ୍ରି, ସ୍ବୟଂଶାସିତ କଲେଜ ନାକ୍‌ ମାନ୍ୟତା‌ ହାସଲ କରିବେ। ଯେଉଁମାନେ ଏବେ ପାଇ ସାରିଛନ୍ତି ଆଗକୁ ଯେପରି ଭଲ ମାନ୍ୟତା ପାଇବେ ସେ ଦିଗରେ ପଦକ୍ଷେପ ନେବେ। ଅତି କମ୍‌ରେ ୮୦ ପ୍ରତିଶତ କଲେଜ ଯେପରି ମାନ୍ୟତା ପାଇବେ ସେ ଦିଗରେ ସମସ୍ତ କଲେଜ ଅଧ୍ୟକ୍ଷ ଯତ୍ନବାନ…