ପାଇପ୍ ଫାଟି ଘରେ ପସିଲା ପାଉଁଶ ପାଣି
ଅନୁଗୋଳ : ଅନୁଗୋଳ ଜିଲ୍ଲା ତାଳଚେରସ୍ଥିତ ଟିଟିପିଏସ୍ର ଆସ୍ ପାଇପ୍ ଜଗନ୍ନାଥପୁର ଗାଁ ନିକଟରେ ଫାଟିଯାଇଛି। ଫଳରେ ରାସ୍ତା, ଚାଷ ଜମି ଓ କିଛି ଘର ଭିତରେ ପାଉଁଶ ପାଣି ପଶିଯାଇଛି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
ସ୍ଥାନୀୟ ବାସିନ୍ଦା ଅରୁଣ ସାହୁ କହିଛନ୍ତି,“ଆଜି ସକାଳ ୬ଟାରୁ ପାଉଁଶ ପାଣି…