ହାଇକୋର୍ଟରେ ହାଜର ହେଲେ ଏଏସଆଇ ଡିଜି
ଭୁବନେଶ୍ୱର: ଆଜି ହାଇକୋର୍ଟରେ କୋଣାର୍କ ଓ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାର ଶୁଣାଣି ହୋଇଥିଲା। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଏହି ଶୁଣାଣି ସମୟରେ ଭାରତୀୟ ପ୍ରତ୍ନତାତ୍ତ୍ଵିକ ସର୍ବେକ୍ଷଣ ସଂସ୍ଥା (ଏଏସଆଇ)ର ମହାନିର୍ଦ୍ଦେଶକ ହାଜର ହୋଇଥିଲେ। ୪ ମାସ ମଧ୍ୟରେ ନାଟ ମଣ୍ଡପ ମରାମତି କାମ ଶେଷ…