ଓଡ଼ିଶାର ଖ୍ରୀଷ୍ଟିଆନଙ୍କୁ କାହିଁକି…
ଭୁବନେଶ୍ବର: ଓଡ଼ିଶାର ଖ୍ରୀଷ୍ଟିଆ ସଂପ୍ରଦାୟଙ୍କୁ ବଡ଼ଦିନର ଅଭିନନ୍ଦନ ଜଣାଇଛନ୍ତି ପାକିସ୍ତାନ ସେନାର ମୁଖପାତ୍ର ଆସିଫ୍ ଗଫୁର୍। ଆଜି ଟୁଇଟ୍ କରି ଆସିଫ୍ ପାକିସ୍ତାନର ଖ୍ରୀଷ୍ଟିଆନ୍, ବିଶ୍ବର ଖ୍ରୀଷ୍ଟିଆନ୍ ଓ ବିଶେଷ କରି ଓଡ଼ିଶାର ହିନ୍ଦୁତ୍ବ ପ୍ରଭାବୀ ପରିବେଶରେ ଥିବା ଖ୍ରୀଷ୍ଟିଆନ୍ ସଂପ୍ରଦାୟଙ୍କୁ…