Odisha Link
Bridging the Missing Links in Odisha
Browsing Tag

Asika Sugar Industry

ଆସିକା ଚିନିଶିଳ୍ପର ଟାଙ୍କି ଫାଟିବାରୁ…

ଆସିକା: ଗଞ୍ଜାମ ଜିଲ୍ଲାର ଆସିକା ଚିନିଶିଳ୍ପରେ ଥିବା ମୋଲାସିସ୍ ଟାଙ୍କିରୁ ତରଳ ଗୁଡ଼ ପ୍ରବାହିତ ହେବା ଫଳରେ ଲକ୍ଷାଧିକ ଟଙ୍କାର ଚିନି ନଷ୍ଟ ହେବାର ଘଟଣା ଏହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଗତକାଲି ରାତିରେ କାର୍ଯ୍ୟରତ କର୍ମଚାରୀଙ୍କ ଅବହେଳାରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି। ମିଳିଥିବା ସୂଚନା…