ଭାଙ୍ଗି ଯାଇପାରେ ଅସୀମଙ୍କ ହୃଦୟ
ମୁମ୍ବାଇ : ଟେଲିଭିଜନ ଜଗତରେ ରାଜ କରୁଥୁବା ଶୋ ବିଗବସ୍ । ଏହାର ଟିଆରପି ବଢ଼ିବାରେ ଲାଗିଛି । ଶୋ’ରେ ହାଇଭୋଲ୍ଟେଜ୍ ଡ୍ରାମା ଓ କଳି ଝଗଡ଼ା ଚାଲିଥିବାବେଳେ ଘରର ଏକ କୋଣରେ ଆରମ୍ଭ ହୋଇଛି ରୋମାନ୍ସ । ଅସୀମ ହିମାଂଶୀଙ୍କ ପାଇଁ ଦିୱାନା ହୋଇଯାଇଛନ୍ତି । ଏମାନଙ୍କ ଯୋଡ଼ିକୁ ଦର୍ଶକ ମଧ୍ୟ ବେଶ୍ ପସନ୍ଦ…