ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍…
ଓଏଲ୍ ବ୍ୟୁରୋ: ଆଜି ବିଧାନସଭାରେ ଓଡ଼ିଶା ଦ୍ରବ୍ୟ ଓ ସେବା କର(ଦ୍ୱିତୀୟ ସଂଶୋଧନ)ବିଲ୍, ୨୦୨୪ ପାରିତ ହୋଇଛି । ଗତକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିଲକୁ ଗୃହରେ ଉପସ୍ଥାପିତ କରିଥିଲେ ।
ଆଜି ବିଲଟିର ବିଚାର ଓ ପାରିତ ପାଇଁ ମୁଖ୍ୟମନ୍ତ୍ରୀ ଗୃହରେ ପ୍ରସ୍ତାବ ରଖିଥିଲେ । ବିଲ ଆଲୋଚନାରେ…