ସଂସଦ ଭଳି ବିଧାନସଭା ସିଟ୍ରେ ଲାଗିବ କାଚ
ଭୁବନେଶ୍ବର: ସଂସଦର ମୌସୁମୀ ଅଧିବେଶନ ଢ଼ାଞ୍ଚାରେ ହେବ ବିଧାନସଭାର ମୌସୁମୀ ଅଧିବେଶନ। ବିଧାନସଭା ମୌସୁମୀ ଅଧିବେଶନ ସଂସଦ ଢ଼ାଞ୍ଚାର ହେବାକୁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏନେଇ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି।
ବାଚସ୍ପତି ସୂର୍ଯ୍ୟ ପାତ୍ର ସୂଚନା ଦେଇ କହିଛନ୍ତିଯେ, ସଂସଦରେ…