ୱିଜଡେନ୍ ଟିମ୍ରେ ଭାରତୀୟ ଖେଳାଳି, କିଏ…
ଲଣ୍ଡନ: ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ ଓ ଦିନିକିଆ ଟିମ୍ ଚୟନ କରିଛି କ୍ରିକେଟର 'ବାଇବଲ' କୁହାଯାଉଥିବା ଓ୍ବିଜଡେନ। ଓ୍ବିଜଡେନ ଦ୍ବାରା ହୋଇଥିବା ଟିମରେ ସ୍ଥାନ ପାଇଛନ୍ତି ଭାରତୀୟ ଖେଳାଳି। ଏପରିକି ଓ୍ବିଜଡେନ ଟେଷ୍ଟ ଟିମର ଅଧିନାୟକ ହୋଇଛନ୍ତି ବିରାଟ କୋହଲି। ଏହି ତାଲିକାରେ ବିଶ୍ୱର ଅନେକ କ୍ରିକେଟର୍…