ଆଜି ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କର…
ନୂଆଦିଲ୍ଲୀ: ଆଜି ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଜନ୍ମ ଦିନ। ୧୯୨୪ ମସିହା ଆଜିର ଦିନରେ ଏହି ମହାନ ରାଜନେତା ଗ୍ୱାଲିୟର୍ରେ ଜନ୍ମ ଗ୍ରହଣ କରିଥିଲେ। ଅଟଳ ବିହାରୀ ବାଜପେୟୀ ୩ ଥର ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ଭାରତୀୟ ରାଜନନୀତିରେ ବାଜପେୟୀଙ୍କର…