Odisha Link
Bridging the Missing Links in Odisha
Browsing Tag

ATM

ଏଟିଏମରୁ ବାହାରିଲା ସାପ, ଭିଡିଓ ଭାଇରାଲ୍

ଓଏଲ୍‌ ବ୍ୟୁରୋ: ଏଟିଏମରୁ ଟଙ୍କା ବଦଳରେ ବାହାରିଲା ସାପ। ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ୍ ହେଉଛି। ଏକ ଆଇସିଆଇସିଆଇ ବ୍ୟାଙ୍କର ଏଟିଏମ୍ ଏଭଳି ଦେଖିବାକୁ ମିଳିଛି। ସାପଟି ଏଟିଏମ ଭିତରେ ଘୂରି ବୁଲୁଛି। ଲୋକମାନେ ଟଙ୍କା ଉଠାଇବାକୁ ଆସିବା ବେଳେ କିଛି ଜଣ ଭିଡିଓ କରିଛନ୍ତି।…

ମାନବିକତା ଦେଖାଇଲେ ରାଜେନ୍ଦ୍ର, ଫେରାଇଲେ…

ପୁରୀ: ସମାଜରେ ଆଜି ବି ବଞ୍ଚିରହିଛି ମାନବିକତା। ଏହାର ଜ୍ବଳନ୍ତ ଉଦାହରଣ ପାଲଟିଛନ୍ତି ପୁରୀ ପୌରପାଳିକାର କର୍ମଚାରୀ ରାଜେନ୍ଦ୍ର ନାୟକ। ରାଜେନ୍ଦ୍ରଙ୍କ ନିର୍ଲୋଭ ସଚ୍ଚୋଟ ମନୋଭାବକୁ ସବୁଆଡେ ପ୍ରଶଂସା କରାଯାଉଛି। ସୂଚନା ମୁତାବକ, ଗତକାଲି ରାଜେନ୍ଦ୍ର ଟଙ୍କା ଉଠାଇବା ପାଇଁ ଅଠରନଳା ନିକଟସ୍ଥ ବ୍ୟାଙ୍କ ଅଫ…

ପିଏନବି ଏଟିଏମରୁ ଲୁଟ, ୨ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ପଟିଆ ସ୍ଥିତ ପିଏନ୍‌ବି ବ୍ୟାଙ୍କ ଏଟିଏମ୍ ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ହୋଇଛି। ୨ ଜଣ ଲୁଟେରା ସମରଜିତ୍ ସିଂହ ଓ ଜାଫର ସାଦ୍ଦିକ୍ ଧରା ପଡ଼ିଛନ୍ତି। ସମରଜିତ୍ ସିଂହ ପଞ୍ଜାବ,ଓ ଜାଫର ସାଦ୍ଦିକ୍ କେରଳର ଅଟନ୍ତି। ଉଭୟ ବାଙ୍ଗାଲୋରରେ ରହି ଲୁଟ୍ ଅପରେଟିଂ କରୁଥିଲେ । ଭାଇଜାଗରେ ଆଉ…

ଲୁଟ୍ ଉଦ୍ୟମରେ ବିଫଳ, ଏଟିଏମ୍ ପୋଡିଲେ…

ମୟୁରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା କଲେଜ ରୋଡସ୍ଥିତ ଏସବିଆଇ ଏଟିଏମ୍‌କୁ ଦୁର୍ବୃତ୍ତମାନେ ଏଟିଏମକୁ ଜାଳି ଦେଇଛନ୍ତି। ଟଙ୍କା ଲୁଟ ଉଦ୍ୟମରେ ଆସି ଦୁର୍ବୃତ୍ତମାନେ ପୋଡି ଦେଇଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତ ରାତିରେ ଏଟିଏମରୁ ଟଙ୍କା ଲୁଟ କରିବା ସମୟରେ ବିଫଳ ହେବାରୁ ଏଟିଏମ ଜାଳିଦେଇଛନ୍ତି। ଖବର ପାଇ…

ଅନ୍ୟ ବ୍ୟାଙ୍କ ଏଟିଏମ୍‌ରୁ ବିନା ଶୁଳ୍କରେ…

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ଭାଇରସକୁ ନେଇ ସ୍ଥିତି ଜଟିଳ ହେବାକୁ ଲାଗିଛି। ଏହାରିମଧ୍ୟରେ ଦେଶବାସୀଙ୍କ ସାମାନ୍ୟ ଆଶ୍ବସ୍ତି ମିଳିଛି କାରଣ ଏଣିକି ଅନ୍ୟ ବ୍ୟାଙ୍କର ଏଟିଏମ୍‌ରୁ ଟଙ୍କା ଉଠାଇଲେ ଏଥିପାଇଁ ଫାଇନ ଆକରରେ ଟଙ୍କା ଦେବାକୁ ପଡ଼ିବନି। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ…

କରୋନା: ଏଣିକି ଏଟିଏମରେ ସାନିଟାଇଜ ନକଲେ…

ଭୁବନେଶ୍ୱର: ସାରା ବିଶ୍ବରେ କରୋନା କାୟ ବିସ୍ତାର କରିଥିବା ବେଳେ ଏବେ ଲୋକମନାଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି। କରୋନାକୁ ନେଇ ସବୁଠି ସତର୍କତା ଜାରି କରାଯାଇଛି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କଟକଣା ଜାରି କରାଯାଇଛି। ଏହି ପରିପ୍ରେକ୍ଷୀରେ କରୋନା ପାଇଁ ବ୍ୟାଙ୍କମାନଙ୍କୁ…

ଏଟିଏମରୁ ବାହାରିଲା ନାଗ

ଝାରସୁଗୁଡା: ଏଟିଏମ୍ ମେସିନରୁ ନାଗ। ବ୍ରଜରାଜନଗର ତାରିଣୀ ମନ୍ଦିର ଛକ ନିକଟରେ ଥିବା ଏକ ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ ମେସିନ୍ ଭିତରୁ ଏକ ବିରାଟକାୟ ନାଗ ସାପ ଉଦ୍ଧାର କରାଯାଇଛି। ସୂଚନା ମୁତାବକ, ଏଟିଏମ ମେସିନରେ ଟଙ୍କା ଭର୍ତ୍ତି କରିବା ବେଳେ ନାଗ ସାପଟିକୁ ଦେଖିଥିଲେ ବ୍ୟାଙ୍କ୍ ଅଧିକାରୀ। ମେସିନ୍…