Odisha Link
Bridging the Missing Links in Odisha
Browsing Tag

attack

ଆକ୍ରମଣ ପାଇଁ କଂଗ୍ରେସକୁ ଦାୟୀ କଲେ…

ମୁମ୍ବାଇ: ଗତକାଲି ବିଳମ୍ବିତ ରାତିରେ କାର୍ଯ୍ୟାଳୟରୁ ସପତ୍ନୀକ ଘରକୁ ଫେରୁଥିବା ବେଳେ ରିପବ୍ଲିକ୍‌ ଟିଭି ମୁଖ୍ୟ ଅର୍ଣବ ଗୋସ୍ବାମୀଙ୍କ ଉପରେ ଆକ୍ରମଣ ଅଭିଯୋଗ ହୋଇଛି। ଅର୍ଣବଙ୍କୁ ଓ୍ବାଇ-କେଟେଗୋରୀ ସୁରକ୍ଷା ମିଳୁଥିଲେ ବି ତାଙ୍କ ଉପରେ ଆକ୍ରମଣକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ମହାରାଷ୍ଟ୍ର…

ଦେଶ କରୋନା ସହ ଲଢ଼ୁଥିବା ବେଳେ ୧୭…

ମାଲକାନଗିରି: ସାରା ଦେଶ ଭୟଙ୍କର କରୋନା ଭୂତାଣୁ ସହ ଲଢ଼େଇ କରୁଛି। ପ୍ରଶାସନ, ପୁଲିସ, ଡାକ୍ତର, ରାଜନେତା, ବୈଜ୍ଞାନିକ, ସାମ୍ବାଦିକ ଓ ସବୁ ବର୍ଗର ଜନତା କରୋନା ଲଢ଼େଇରେ ବ୍ୟସ୍ତ ଥିବା ବେଳେ ପୁଣି ନିଜର ହିଂସ୍ର ଭୀରୁତା ପ୍ରଦର୍ଶନ କରିଛନ୍ତି ନକ୍ସଲ। ଓଡ଼ିଶା ସୀମାନ୍ତ ସୁକମାରେ ଶନିବାର ଦିନ ନକ୍ସଲ…

ଆପ୍‌ ବିଧାୟକଙ୍କୁ ଗୁଳିମାଡ, କର୍ମୀଙ୍କୁ…

ନୂଆଦିଲ୍ଲୀ: ଦିଲ୍ଲୀରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ହିଂସାକାଣ୍ଡ ଦେଖିବାକୁ ମିଳିଛି। ଆମ୍‌ ଆଦ୍‌ବୀ ପାର୍ଟି ବିଧାୟକ ମହରୌଲିର ନରେଶ ଯାଦବଙ୍କୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ କରିଛନ୍ତି ଏବଂ ତାଙ୍କ ସାଥୀରେ ଥିବା ଜଣେ କର୍ମୀଙ୍କୁ ହତ୍ୟା କରାଯାଇଛି।…

ପାର୍କିଂକୁ ନେଇ ବ୍ୟାଟରେ ଆକ୍ରମଣ

ଗଞ୍ଜାମ: ବାଇକ୍ ପାର୍କିଂକୁ ନେଇ ଯୁବକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଛି। ଯୁବକଙ୍କୁ ତଳେ ପକାଇ ଏକ କ୍ରିକେଟ ବ୍ୟାଟରେ ପିଟି ଚାଲିଛନ୍ତି ଅନ୍ୟ ଜଣେ ଯୁବକ। ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଞ୍ଚଳରେ ହୋଇଥିବା ଏହି ମରଣାନ୍ତକ ଆକ୍ରମଣର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଜୁଆଲରେ…

ଛୁରାମାଡ଼ କରି ଲୁଟି ନେଲେ ଲକ୍ଷାଧିକ…

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ନହାଗୁଣା ଗାଁ ନିକଟରେ ଭାରତ ଫାଇନାନ୍ସ ସଂସ୍ଥାର କର୍ମଚାରୀଙ୍କୁ ଛୁରୀରେ ଆକ୍ରମଣ କରି ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗୁରୁତର କର୍ମଚାରୀ ନିଶାକର ମଲ୍ଲିକଙ୍କୁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଫାଇନାନ୍ସ କର୍ମଚାରୀ ନିଶାକର ଆଜି…

ସିଏଏକୁ ନେଇ ଗୋଷ୍ଠୀ ସଂଙ୍ଘର୍ଷ : ୧ ଆହତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ନାଗରିକତା ସଂଶୋଧନ ଆଇନ ୨୦୧୯କୁ ନେଇ ଗୋଷ୍ଠୀ ସଂଙ୍ଘର୍ଷ ଥିମିବାର ନାଁ ଧରୁ ନାହିଁ। ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ମାର୍କେଟରେ ସିଏଏକୁ ବିରୋଧ କରି ଆଜି ୨ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ହୋଇଛି। ମିଳିଥିବା ସୂଚନା ଅନୁସାରେ ସୁନ୍ଦରଗଡ଼ରେ ସିଏଏକୁ ବିରୋଧ କରି ୨ ଗୋଷ୍ଠୀ…

ସ୍ବାମୀଙ୍କୁ ହତ୍ୟା କରିବାକୁ ସ୍ତ୍ରୀ…

ସୁନ୍ଦରଗଡ଼: ସ୍ବାମୀ ନାଁରେ ମଥାରେ ପିନ୍ଧୁଥିବା ସିନ୍ଦୂର ପୋଛିବାକୁ ସ୍ତ୍ରୀ ସୁପାରି ଦେଇ ତା’କୁ ହତ୍ୟା କରିଥିଲା। ଏଭଳି ଏକ ଚାଞ୍ଚଲ୍ୟକର ଘଟଣାର ପର୍ଦ୍ଦାଫାଶ କରିଛି ସୁନ୍ଦରଗଡ଼ ପୁଲିସ। ଫଳରେ ସ୍ବାମୀକୁ ହତ୍ୟା କରି ପ୍ରେମିକ ସହିତ ରହିବା ଲାଗି ସ୍ତ୍ରୀ କରିଥିବା ଯୋଜନା ଭଣ୍ଡୁର ହୋଇଯାଇଛି। ଏହି…

ବାଲେଶ୍ବରରେ ବୀଭତ୍ସ ହତ୍ୟା!

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ଗୁଡ଼ିପଦାରେ ଜଣେ ବ୍ୟକ୍ତିଙ୍କୁ କଟୁରୀରେ ନିର୍ମମ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତକ ବାଡ଼ା ମାରାଣ୍ଡି ବୋଲି ଜଣାପଡ଼ିଛି। ଘର ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ସେ ଗୁଡ଼ିପଦାରେ ରାତି ଜଗୁଆଳୀ ଭାବେ ସେ କାମ କରୁଥିଲେ ଓ…

ମନ୍ତ୍ରୀଙ୍କ ଘରକୁ ଟମାଟୋ ମାଡ଼

ଭୁବନେଶ୍ୱର: ପୁରୀ ଗଣଦୁଷ୍କର୍ମ ଘଟଣାକୁ ନେଇ ତାତିଲା ଛାତ୍ର କଂଗ୍ରେସ। ଏହି ଘଟଣାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଭୁବନେଶ୍ୱରସ୍ଥ ସରକାରୀ ବାସଭବନ ଉପକୁ ଛାତ୍ର କଂଗ୍ରେସ ପକ୍ଷରୁ ଟମାଟୋ ମାଡ଼ କରାଯାଇଛି। ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଛାତ୍ର କଂଗ୍ରେସ ଏହି କାଣ୍ଡ ଭିଆଇଛି। ଏପରିକି ଯଦି…

ବିଜେପି ଜିଲ୍ଲା ସଭାପତିଙ୍କୁ ଆକ୍ରମଣ

ଭୁବନେଶ୍ୱର: ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏକାମ୍ର ହାଟ ନିକଟରେ ୧୦ରୁ ଅଧିକ ଦୁର୍ବୃତ୍ତ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଗୁରୁତର ଆହତ ଶ୍ରୀ ଖୁଣ୍ଟିଆଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତି କରାଯାଇଛି। ଶ୍ରୀ…