ଆକ୍ରମଣରେ ପରିବାରର ଜଣେ ମୃତ, ୪ଆହାତ
ଭଞ୍ଜନଗର : ଭଞ୍ଜନଗରର ସୋରଡ଼ା ଥାନା ନୂଆଗଡ଼ ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି । ଗୋଟେ ପରିବାରାକୁ ସଂଘବଦ୍ଧ ଆକ୍ରମଣ କରି ଜଣେ ମୃତ, ଆଉ ୪ଜଣ ଆହାତ ହୋଇଛନ୍ତି । ଆକ୍ରମଣରେ ପରିବାର ପୁଅ ମନୋଜ ନାୟକ ମୃତ କରିଥିବା ବେଳେ , ବାପା, ଜେଜେ ବାପା ଓ ଜେଜେମା ଆହାତ ହୋଇଛନ୍ତି ।
ସଂଘବଦ୍ଧ ଭାବେ ଗାଁର ବଦୂର…