Odisha Link
Bridging the Missing Links in Odisha
Browsing Tag

attempt suicide

ଧାନ କିଣା ନଯିବାରୁ ବିଷ ପିଇଲେ ଚାଷୀ

ଭଦ୍ରକ: ଧାନ କିଣା ନଯିବାରୁ ଚାଷୀ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଟୋକନ ଥିବା ସତ୍ୱେ ଏସଏଚଜି ଧାନ ନକିଣିବାରୁ ଚାଷୀ ଜଣକ ଏମିତି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଆଜି ଏପରି ଘଟଣା ଭଦ୍ରକ ଜିଲ୍ଲାରେ ଘଟିଛି। ବନ୍ଧଗାଁ ପଞ୍ଚାୟତର ରାମକୃଷ୍ଣ ପଣ୍ଡା। ବାତ୍ୟା, ବନ୍ୟା ଓ ମରୁଡି ସତ୍ତ୍ୱେ ୨୦୦…

ଆତ୍ମାହୁତି ପ୍ରରୋଚନା ଦେଇଥିବା…

ଭୁବନେଶ୍ୱର: ଥମୁନି ଆତ୍ମାହୁତି ଉଦ୍ୟମ। କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଗତ ୨ ଦିନ ଭିତରେ ବିଧାନସଭା ସମ୍ମୁଖରେ ୩ଜଣ ଆତ୍ମାହୁତି ଉଦ୍ୟମ କରିଥିବା ଘଟଣା ଦେଖିବାକୁ ମିଳିଛି। ଏନେଇ ଭୁବନେଶ୍ୱର ଡିସିପି କହିଛନ୍ତି, ଆତ୍ମାହୁତି ଦେବାକୁ ପ୍ରରୋଚନା ଦେଇଥିବା ବ୍ୟକ୍ତିମାନେ ମଧ୍ୟ ତଦନ୍ତ ପରିସର ଭୁକ୍ତ…

ପୁଣି ବିଧାନସଭା ନିକଟରେ ଆତ୍ମାହୁତି…

ଭୁବନେଶ୍ୱର: ଆଜି ପୁଣି ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ। ବଜେଟ ଅଧିବେଶନ ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ବେଳେ ଆତ୍ମାହୁତି ଉଦ୍ୟମକୁ ରୋକାଯିବା ପାଇଁ ପୁଲିସ ପକ୍ଷରୁ ବିଧାନସଭା ଚାରିପଟ ରାସ୍ତାକୁ ସିଲ କରାଯାଇଥିଲା। ମାତ୍ର ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି।…

ହାଜତ ଭିତରେ ଆତ୍ମହତ୍ୟା ଉଦ୍ୟମ

ପୁରୀ: ହାଜତରେ ଆତ୍ମହତ୍ୟା ଉଦ୍ୟମ। ହାଜତ ଭିତରେ ନିଜର ହାତ ଓ ବେକ କାଟିଛି ଅଭିଯୁକ୍ତ। ପୁରୀ ତାଳ ବଣିଆ ଥାନାରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅଭିଯୁକ୍ତକୁ ଗୁରୁତର ଅବସ୍ଥାରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ଅଭିଯୁକ୍ତର ପରିଚୟ ପୋଲିସ ସ୍ପଷ୍ଟ କରି ନାହିଁ। କେଉଁ କାରଣରୁ…

ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ମା’ ଓ…

ଅନୁଗୋଳ: ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ। ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲାପାଳଙ୍କ ଅଫିସ୍ ସାମ୍ନାରେ। କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ଉଦ୍ଧାର କଲା ପୋଲିସ। ସୂଚନାଯୋଗ୍ୟ, ଅନୁଗୋଳ ଜିଲ୍ଲା ତାଳଚେର ଗୋବରା ଗାଁର ଦମୟନ୍ତୀ ବେହେରା ଏବଂ ତାଙ୍କ…

ଏଏନ୍‌ଏମ୍‌ଙ୍କ ଆତ୍ମାହୁତି ଉଦ୍ୟମ

ଭୁବନେଶ୍ବର: ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ନିକଟ ଧାରଣା ସ୍ଥଳରେ ଆତ୍ମାହୁତି ଉଦ୍ୟମ। ଧାରଣାରେ ବସିଥିବା ଜଣେ ଏଏନ୍‌ଏମ୍‌ଙ୍କ ଆତ୍ମାହୁତି ଉଦ୍ୟମ। କିରାସନି ଢ଼ାଳି ନିଆଁ ଲଗାଇବାକୁ ଉଦ୍ୟମ କରୁଥିବା ଏଏନ୍‌ଏମ୍‌ଙ୍କୁ ଉଦ୍ଧାର। ଧାରଣାରେ ଥିବା ଅନ୍ୟ ସହଯୋଗୀ ସଂପୃକ୍ତ ଏଏନ୍‌ଏମ୍‌ଙ୍କୁ ଉଦ୍ଧାର କରିଛନ୍ତି।…

ପୁଣି ବିଧାନସଭା ନିକଟରେ ଆତ୍ମାହୁତି…

ଭୁବନେଶ୍ୱର: ପୁଣି ଓଡ଼ିଶା ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି କୁଜଙ୍ଗ ଅଞ୍ଚଳର ଜଣେ ମହିଳା ଓ ତାଙ୍କ ପୁଅ । ଉଭୟ ବିଧାନସଭା ପଛପଟ ଇଡକଲ ରାସ୍ତାରେ କିରାସିନି ଢାଳି ଆଜି ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି। ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କ ନାଁ ସୁଲୋଚନା ଦାସ ଓ ତାଙ୍କ ପୁଅ…

ବିଧାନସଭା ସାମ୍ନାରେ ଚାଷୀଙ୍କ ଆତ୍ମହୁତି…

ଭୁବନେଶ୍ୱର: ବିଧାନସଭା ସାମ୍ନାରେ ଚାଷୀଙ୍କ ଆତ୍ମହୁତି ଉଦ୍ୟମ। ୩ ଜଣ ଚାଷୀ ଆତ୍ମହୁତି ଉଦ୍ୟମ କରିଛନ୍ତି। ଆଠଗଡର ୩ ଚାଷୀ ନିଜ ଦେହରେ କିରୋସିନି ଢାଳି ଆତ୍ମହୁତି ଉଦ୍ୟମ କରିଥିବା ସୂଚନା ମିଳିଛି।ଦେହରେ କିରୋସିନି ଢାଳିବା ବେଳେ ସୁରକ୍ଷା କର୍ମଚାରୀ ତାଙ୍କୁ କାବୁ କରିନେଇଥିଲେ।  ଆଠଗଡ କୋଅପରେଟିଭ…

କୀଟନାଶକ ପିଇ ବୃଦ୍ଧା ଦମ୍ପତିଙ୍କ…

ଜଗତସିଂହପୁର: ଘରୋଇ କଳିରୁ ଗୋଟିଏ ବୃଦ୍ଧ ଦମ୍ପତି ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ ୮୪ ବର୍ଷୀୟ ସ୍ୱାମୀ କାଳନ୍ଦୀ ମହାନ୍ତିଙ୍କର ମୃତ୍ୟୁ ହୋଇଛି । ସ୍ତ୍ରୀ ଶ୍ୱେତ ମହାନ୍ତିଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଏବେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଅଭାବନୀୟ ଘଟଣାଟି…

ନିର୍ଭୟା ଦୋଷୀ ବିନୟର ଆତ୍ମହତ୍ୟା ଉଦ୍ୟମ

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାରେ ୪ ଅଭିଯୁକ୍ତଙ୍କୁ ମାର୍ଚ୍ଚ ୩ ରେ ଫାଶି ଦିଆଯିବା ନେଇ ତାରିଖ ଧାର୍ଯ୍ୟ କରାଯାଇଛି। ପଟିଆଲା ହାଉସ୍‌ କୋର୍ଟ ଏହି ସାନି ଡେଥ୍‌ ୱାରେଣ୍ଟ ଜାରି କରିଛନ୍ତି। ନୂଆ ଡେଥ୍‌ ୱାରେଣ୍ଟ ଅନୁଯାୟୀ, ମାର୍ଚ୍ଚ ୩ ତାରିଖ ସକାଳ ୬ଟାରେ ସମସ୍ତ ଦୋଷୀଙ୍କୁ ଏକକାଳୀନ…