୧୦ ହଜାର ଓଟଙ୍କୁ ମାରିବାକୁ ନିର୍ଦେଶ :…
ସିଡ୍ନୀ: ଅଷ୍ଟ୍ରେଲିଆର ଦକ୍ଷିଣାଞ୍ଚଳରେ ସୃଷ୍ଟି ହୋଇଛି ମରୁଡ଼ି ପରିସ୍ଥିତି ଫଳରେ ମରୁ ଅଞ୍ଚଳରେ ତୀବ୍ର ହେବାରେ ଲାଗିଛି ଜଳ ସଙ୍କଟ। ଏହି ସମୟରେ ଓଟମାନେ ଜଳ ଅନ୍ବେଷଣରେ ଜଙ୍ଗଲମୁହାଁ ହେଉଛନ୍ତି। ପ୍ରାୟ ୧୦ ହଜାର ଓଟ ଜଙ୍ଗଲ ଆଡକୁ ମୁହାଁଉଥିବାବେଳେ ସେମାନଙ୍କୁ ଗୁଳିକରି ମାରିଦେବାକୁ ସରକାର ନିର୍ଦେଶ…