Odisha Link
Bridging the Missing Links in Odisha
Browsing Tag

Award

କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ପାଇଲେ…

ଭୁବନେଶ୍ବର: ପ୍ରାପ୍ତିର ଉତ୍ତର ଦେବା ସହଜ, ଦାୟିତ୍ବର ନୁହେଁ। ପୁରସ୍କାର ମୋ ପାଇଁ ପ୍ରାପ୍ତି ନୁହେଁ, ବରଂ ଏକ ଗୁରୁ ଦାୟିତ୍ବ ବୋଲି କହିଛନ୍ତି ଜଣାଶୁଣା କଥାକାର ଶୁଭ୍ରାଂଶୁ ପଣ୍ଡା। ନିଜର ଉପନ୍ୟାସ 'ଇତର' ନିମନ୍ତେ ଚତୁର୍ଥ ଅକ୍ଷୟ ଉପନ୍ୟାସ ପୁରସ୍କାର ଗ୍ରହଣ କରିବା ଅବସରରେ ସେ କହିଛନ୍ତି ଯେ ଏ…

ପୁରସ୍କୃତ ହେଲା ଓଡ଼ିଶା ପାଭିଲିୟନ୍

ଓଏଲ୍‌ ବ୍ୟୁରୋ: ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ପାଭିଲିୟନ୍ ପୁରସ୍କୃତ ହୋଇଛି। ଲଗାତାର ତୃତୀୟ ଥର ପାଇଁ ପୁରସ୍କୃତ ହେଲା ଓଡ଼ିଶା। ବେଷ୍ଟ ଥେମାଟିକ୍‌ କ୍ୟାଟୋଗୋରୀରେ ମିଳିଲା ରୌପ୍ୟ ପଦକ। ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆକର୍ଷଣ ଥିଲା ଓଡ଼ିଶା ମଣ୍ଡପ। ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର…

୧୨୯ କ୍ରୀଡ଼ାବିତ୍‌ଙ୍କୁ ୧୭ ଲକ୍ଷ ଟଙ୍କା…

ଓଏଲ୍‌ ବ୍ୟୁରୋ: ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ମାଧ୍ୟମରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଥିବା ସଫଳ କ୍ରୀଡ଼ାବିତ୍‌ ମାନଙ୍କୁ ଆଜି ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ବିଭାଗ…

ଏକଲବ୍ୟ ପୁରସ୍କାର ପାଇଲେ ସାଇକେଲ ଚାଳିକା…

ଓଏଲ୍‌ ବ୍ୟୁରୋ : ଇମ୍ଫା ପକ୍ଷରୁ ଆୟୋଜିତ ହୋଇଯାଇଛି ୩୦ ତମ ଏକଲବ୍ୟ ପୁରସ୍କାର ପ୍ରଦାନ। ଚଳିତବର୍ଷ ଇମ୍ଫା ପକ୍ଷରୁ ଆୟୋଜିତ ଏକଲବ୍ୟ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ପୁରସ୍କାର ପାଇଛନ୍ତି ସାଇକେଲ ଚାଳିକା ଶ୍ୱାସ୍ତୀ ସିଂ। ଶ୍ରେଷ୍ଠ କ୍ରୀଡ଼ା ପ୍ରଦର୍ଶନ ପାଇଁ ସାଇକେଲ ଚାଳିକା ସ୍ୱାସ୍ତି ସିଂହଙ୍କୁ…

ଗାୟତ୍ରୀବାଳା ପଣ୍ଡା ପାଇବେ ସାହିତ୍ୟ…

ଭୁବନେଶ୍ବର: ବିଶିଷ୍ଟ ଓଡ଼ିଆ କବି ଡ. ଗାୟତ୍ରୀବାଳା ପଣ୍ଡା ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ଯାଉଛନ୍ତି। ଏ ନେଇ ଆଜି ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। ୨୦୧୭ ମସିହାରେ ପ୍ରକାଶିତ ତାଙ୍କର କବିତା ସଂକଳନ 'ଦୟାନଦୀ' ପାଇଁ ଡ. ପଣ୍ଡାଙ୍କୁ ଏହି ପୁରସ୍କାର ମିଳିବ। ବହିଟିକୁ…

କିଏ ପାଇବ ସାହିତ୍ୟ ଏକାଡେମୀ ପୁରସ୍କାର?…

ଭୁବନେଶ୍ବର: କିଛିଦିନ ଧରି ଚାଲିଥିବା କଳ୍ପନାଜଳ୍ପନାରୁ ଆଦି ପରଦା ଉଠିବ। ଓଡ଼ିଶାରୁ କେଉଁ ଲେଖକ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ତାହା ଆଜି ସ୍ପଷ୍ଟ ହୋଇଯିବ। ଏକାଡେମୀ ପକ୍ଷରୁ ଆଜି ପୁରସ୍କାର ତାଲିକା ଘୋଷଣା କରାଯିବା ନେଇ ସୂଚନା ମିଳିଛି। ଅନ୍ୟପଟେ ଏ ପୁରସ୍କାର ଏଥର କବି ଓ ସଂସ୍କୃତି…

ଅଭିନେତା ସବ୍ୟସାଚୀଙ୍କୁ ମିଳିବ ମହାତ୍ମା…

ଭୁବନେଶ୍ବର: ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ରଙ୍କୁ ମିଳିବ ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ। ଓଡିଶା ସ୍କାଉଟ୍ ଗାଇଡ୍ ଫେଲୋସିପ୍ ତରଫରୁ ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ ୨୦୨୦ ପାଇଁ ସବ୍ୟସାଚୀଙ୍କୁ ମନୋନୀତ କରାଯାଇଛି। ମହାମାରୀ କରୋନା ସମୟରେ ଲୋକଙ୍କ ପାଇଁ ରିୟଲ ହିରୋ ସାଜିଛନ୍ତି…

ସୋନୁ ସୁଦ୍‌ଙ୍କୁ ସମ୍ମାନିତ କଲା…

ମୁମ୍ବାଇ: କରୋନା ମହାମାରୀ ସମୟରେ ହଜାର ହଜାର ଅସହାୟ ଓ ଅଭାବୀଙ୍କୁ ସାହାଯ୍ୟ ହାତ ବଢ଼ାଇଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍। ସୋନୁ ସୁଦଙ୍କ କାର୍ଯ୍ୟକଳାପକୁ ସାରା ଦେଶ ପ୍ରଶଂସା କରିଛି। ସୋନୁ ସୁଦଙ୍କ ଏହି ସହାୟତା ପାଇଁ ସଂଯୁକ୍ତ ରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମ (ୟୁଏନ୍‌ଡିପି) ଦ୍ୱାରା ପ୍ରତିଷ୍ଠିତ…

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀଙ୍କୁ…

ଭୁବନେଶ୍ୱର: ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶ। ଦେଶର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର ଶାନ୍ତିସ୍ୱରୂପ ଭଟ୍ଟନାଗର ପୁରସ୍କାର ପାଇଁ ଜ୍ୟୋତିଙ୍କ ସମେତ ୧୪ ଜଣଙ୍କୁ ଚୟନ କରାଯାଇଛି। ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କୁ ସମ୍ମାନିତ କରିବେ। ଏହି…

୨୦୧୫ ଓ ୨୦୧୬ ମସିହା ପାଇଁ ୨୦ ଜଣ ପାଇବେ…

ଭୁବନେଶ୍ବର: ୨୦୧୫ ଓ ୨୦୧୬ ଦୁଇ ବର୍ଷ ପାଇଁ ଆଜି ଓଡ଼ିଶା ସାହିତ୍ୟ ଅକାଦେମୀ ପୁରସ୍କାର ଘୋଷଣା ହୋଇଛି। ୨୦୧୫ ମସିହ ଲାଗି ୯ଟି ବିଭାଗରେ ୧୦ ଜଣ ଲେଖକଙ୍କୁ ଏହି ପୁରସ୍କାର ମିଳୁଥିବ ବେଳ ୨୦୧୬ ମସିହା ପାଇଁ ମଧ୍ୟ ୧୦ ଜଣଙ୍କ ନାମ ଘୋଷଣା କରାଯାଇଛି। ୨୦୧୫ ମସିହାରେ ଉପନ୍ୟାସ 'ଗୋଟିଏ ଯୋଡ଼ି ଗାଆଁର…