Odisha Link
Bridging the Missing Links in Odisha
Browsing Tag

Award

ବିଦ୍ୟୁତ୍‌ ବିଲ୍‌ ଦେଇ ଭିକାରି…

ଭଦ୍ରକ: ବଡ଼ ବଡ଼ କମ୍ପାନୀ ଏବଂ ପ୍ରତିଷ୍ଠିତ ଲୋକମାନେ ବିଦ୍ୟୁତ୍‌ ବିଲ୍‌ ପଇଠ କରୁନଥିବା ବେଳେ ଭଦ୍ରକ ସଲିପୁରର କାର୍ତ୍ତିକ ନାଥ ଏକ୍ଷେତ୍ରରେ ଉଦାହରଣ ସାଜିଛନ୍ତି। କାର୍ତ୍ତିକ ଭିକ୍ଷା ବୃତ୍ତି କରି ନିଜର ତଥା ପରିବାର ଲୋକଙ୍କ ପେଟ ପୋଷୁଥିବା ବେଳେ ନିଜ ସ୍ୱଳ୍ପ ଆୟରୁ କିନ୍ତୁ ବିଦ୍ୟୁତ୍‌ ବିଲ୍‌ ପଇଠ…

ନାରାୟଣ, ସୂର୍ଯ୍ୟ ଓ ଡିଲେଶ୍ବର ପାଇବେ…

ଭୁବନେଶ୍ୱର: ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୧୯ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୧୯’, ଓଡ଼ିଆ ଚଳଚ୍ଚିତ୍ର ସାମ୍ବାଦିକ, ସମୀକ୍ଷକ ଓ ଗାଳ୍ପିକ ସୂର୍ଯ୍ୟ ଦେଓଙ୍କୁ ‘ତପସ୍ୟା…

ତରୁଣକାନ୍ତି ମିଶ୍ର ପାଇବେ ସାହିତ୍ୟ…

ଭୁବନେଶ୍ବର: ଗଳ୍ପ ସଂକଳନ 'ଭାସ୍ବତୀ' ପାଇଁ ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ପ୍ରଖ୍ୟାତ ଓଡ଼ିଆ କଥାଶିଳ୍ପୀ ତରୁଣକାନ୍ତି ମିଶ୍ର। ଇଂରାଜୀ ସମେତ ୨୪ଟି ଭାରତୀୟ ଭାଷାର ଲେଖକଙ୍କ ପାଇଁ ଆଜି ସାହିତ୍ୟ ଏକାଡେମୀ ନାମ ଘୋଷଣା କରୁଥିବା ବେଳେ ସେଥିରେ ଶ୍ରୀ ମିଶ୍ରଙ୍କ ନାମ ରହିଛି।…

ସ୍ବଚ୍ଛତା ପାଇଁ ଓଡିଶାକୁ ପୁରସ୍କାର

ଭୁବନେଶ୍ବର: ଓଡିଶାକୁ ସ୍ବଚ୍ଛ ରାଜ୍ୟ ଭାବେ ଇଣ୍ଡିଆ ଟୁଡେ ପକ୍ଷରୁ ପୁରସ୍କୃତ କରାଯାଇଛି। ଗତକାଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ନବୀନ ପଟ୍ଟନାୟକଙ୍କୁ ତରଫରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀ ଠାରେ ଆୟୋଜିତ ସଭାରେ 'ଷ୍ଟେଟ୍‌ ଅଫ୍‌ ଦି ଷ୍ଟେଟସ୍' କନକ୍ଲେଭ୍‌ ୨୦୧୯ରେ କେନ୍ଦ୍ର…

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ…

ଭୁବନେଶ୍ୱର: ଓଡ଼ିଶାକୁ ଆଉ ମିଳିଲା ଆଉ ଏକ ପୁରସ୍କାର। ଏଥର କିନ୍ତୁ କେଉଁ ନେତା ମନ୍ତ୍ରୀଙ୍କୁ ପୁରସ୍କାର ମିଳିନାହିଁ। ପୁରସ୍କାର ମିଳିଛି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଶ୍ରେଷ୍ଠ ବିମାନବନ୍ଦର ପୁରସ୍କାର ମିଳିଛି। ଇଣ୍ଡୋନେସିଆର ବାଲି…

ତଥ୍ୟ ଲୁଚାଉଥିଲେ ସାହିତ୍ୟ ଏକାଡେମି,…

ଭୁବନେଶ୍ବର: ବର୍ଷ ବର୍ଷ ଧରି ତଥ୍ୟ ଲୁଚାଉଥିଲେ କେନ୍ଦ୍ର ସାହିତ୍ୟ ଏକାଡେମି। ଏକାଡେମି ପକ୍ଷରୁ ଦିଆଯାଉଥିବା ବିଭିନ୍ନ ପୁରସ୍କାର ବାବଦରେ ତଥ୍ୟ ସର୍ବସାଧାରଣରେ ଜଣାଇବାର ବ୍ୟବସ୍ଥା ଥିଲେ ବି ବର୍ଷ ବର୍ଷ ଧରି ଚାଲିଥିଲା ମନମୁଖୀ କାର୍ଯ୍ୟକଳାପ। ଏକାଡେମିର କୌଣସି ଏକ ପୁରସ୍କାର କିଏ ପାଇଲେ, ତାହା ସମସ୍ତେ…