Odisha Link
Bridging the Missing Links in Odisha
Browsing Tag

ayodha

ଶ୍ରୀକ୍ଷେତ୍ରରୁ ଅଯୋଧ୍ୟାକୁ ଗଡ଼ିବ…

ଓଏଲ୍‌ ବ୍ୟୁରୋ: ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ଶ୍ରୀକ୍ଷେତ୍ରରୁ ରାମ ନଗରୀ ଅଯୋଧ୍ୟାକୁ ଗଡ଼ିବ ସ୍ବତନ୍ତ୍ର ଟ୍ରେନ୍। ଚଳିତ ବର୍ଷ ଜୁଲାଇ-ଅଗଷ୍ଟ ମାସରେ ଏହି ଟ୍ରେନ୍‌ ଶୁଭାରମ୍ଭ ହେବ। ଏହାଛଡ଼ା ବହୁ ପ୍ରତିକ୍ଷୀତ ପୁରୀ-କୋଣାର୍କ ମଧ୍ୟରେ ଶୀଘ୍ର ଟ୍ରେନ୍‌ ଚଳାଚଳ କରିବ। ଆଜି ଏନେଇ ସୂଚନା ଦେଇଛନ୍ତି…

ଅଯୋଧ୍ୟାରେ ଓଡ଼ିଆ ଭାଷାକୁ ପ୍ରାଧାନ୍ୟ,…

ଓଏଲ୍‌ ବ୍ୟୁରୋ: ଅଗଣିତ ରାମଭକ୍ତଙ୍କ ଅପେକ୍ଷାର ହେବ ଅନ୍ତ, ଅଯୋଧ୍ୟାରେ ନିର୍ମିତ ଭବ୍ୟ ରାମ ମନ୍ଦିରରେ ବିରାଜମାନ ହେବେ ରାମଲାଲ। ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ପାଇଁ ଚାଲିଛି ସଜବାଜ। କୋଟି କୋଟି ହିନ୍ଦୁଙ୍କ ଦୀର୍ଘ ୫୦୦ ବର୍ଷର ପ୍ରତୀକ୍ଷାର ହେବ ଅନ୍ତ। ଅଯୋଧ୍ୟାରେ ଅସଂଖ୍ୟ ହିନ୍ଦୁଙ୍କ ଆରାଧ୍ୟ ଦେବତା…

୨୦୨୪ ଜାନୁଆରୀ ପହିଲାରେ ଖୋଲିବ ଅଯୋଧ୍ୟାର…

ଓଏଲ୍‌ ବ୍ୟୁରୋ: ୨୦୨୪ରେ ଦେଶରେ ଅନୁଷ୍ଠିତ ହେବ ସାଧାରଣ ନିର୍ବାଚନ। ଯେଉଁଥିପାଇଁ ସମସ୍ତ ରାଜନୈତିକ ଦଳ ଆରମ୍ଭ କରି ସାରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ୨୦୨୪ର ଜାନୁଆରୀ ୧ରେ ଅଯୋଧ୍ୟରେ ନିର୍ମାଣ ଚାଲିଥିବା ପ୍ରଭୁ ଶ୍ରୀରାମଙ୍କ…

ଦିପୋତ୍ସବରେ ଝଲସିବ ଅଯୋଧ୍ୟା

ଅଯୋଧ୍ୟା: ଆଜି ଅଯୋଧ୍ୟାରେ ପାଳନ କରାଯିବ ଭବ୍ୟ ଦିପୋତ୍ସବ। ଏହି ଦିପୋତ୍ସବରେ ୫ ଲକ୍ଷ ୫୧ ହଜାର ଦୀପ ପ୍ରଜ୍ୱଳନ କରାଯିବ। ଅଯୋଧ୍ୟାବାସୀ ଏହି ଦିପୋତ୍ସବ ପାଇଁ ଖୁବ ଉତ୍ସାହିତ ରହିଥାନ୍ତି। ଭବ୍ୟ ଦିପୋତ୍ସବର ପାଇଁ ଆଲୋକମାଳାରେ ଝଲସୁଛି ଅଯୋଧ୍ୟା ନଗରୀ। ଆଜି ସକାଳ ୧୦ଟାରେ ସାକେତ ମହାବିଦ୍ୟାଳୟରୁ ଭଗବାନ…

ଅଯୋଧ୍ୟା: ୩୯ ମାସରେ ସରିବ ଭବ୍ୟ ରାମ…

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ଚାଲିଛି ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ। ଏହାରି ମଧ୍ୟରେ ପିଏମ୍‌ ମୋଦୀଙ୍କ ପରାମର୍ଶଦାତା ଥିବା ନୃପେନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ରାମ ମନ୍ଦିର ନିର୍ମାଣ ସମିତିିର ଏକ ବୈଠକ ସ୍ଥାନୀୟ ସର୍କିଟ ହାଉସ୍‌ରେ ହୋଇଥିଲା। ଏହି ବୈଠକରେ ହଜାର ବର୍ଷ ଯାଏଁ ଅକ୍ଷୁର୍ଣ୍ଣ…

ଅଯୋଧ୍ୟା ରାମ ମନ୍ଦିରରେ ପହଁଞ୍ଚିଲା ୬ଶହ…

ଅଯୋଧ୍ୟା: ବହୁ ବର୍ଷର ବାଦ ବିବାଦ ପରେ ଶେଷରେ ରାମ ଜନ୍ମଭୂମି ଅଯେଧ୍ୟାରେ ନିର୍ମିତ ହେଉଛି ଭବ୍ୟ ରାମ ମନ୍ଦିର। ମନ୍ଦିର ନିର୍ମାଣକୁ ନେଇ ସାରା ଦେଶର ଶ୍ରଦ୍ଧାଳୁ, ସଂସ୍କୃତି ପ୍ରମେୀଙ୍କ ମନରେ ଲାଗି ରହିଛି ଉତ୍ସାହ। ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଦେଶର କୋଣ ଅନୁକୋଣରୁ ଶ୍ରଦ୍ଧାଳୁ ମାନେ ପ୍ରତିଦିନ…

ଅଯୋଧ୍ୟା: ରାମ ଜନ୍ମଭୂମି ପୂଜାରୀଙ୍କ…

ଅଯୋଧ୍ୟା: ରାମ ମନ୍ଦିର ଭୂମି ପୂଜନ ସମାରୋହ ପୂର୍ବରୁ ଆସିଲା ବଡ଼ ଖବର। ଅଗଷ୍ଟ ୫ରେ ହେବାକୁ ଥିବା ରାମ ମନ୍ଦିର ଭୂମି ପୂଜନ ସମାରୋହ ପୂର୍ବରୁ ରାମ ଜନ୍ମଭୂମିର ପୂଜାରୀ ପ୍ରଦୀପ ଦାସଙ୍କ ସମେତ ୧୬ ପୁଲିସ୍‌ କର୍ମୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ପୂଜାରୀ ପ୍ରଦୀପ ସେ ମୁଖ୍ୟ ପୂଜାରୀ ଆଚାର୍ଯ୍ୟ…

ପିଏମ୍‌ ମୋଦିଙ୍କ ଅଯୋଧ୍ୟା ଗସ୍ତକୁ…

ନୂଆଦିଲ୍ଲୀ: ରାମ ମନ୍ଦିର ଭୂମିପୂଜନ ସମାରୋହ ଅଗଷ୍ଟ ୫ରେ ଅନୁଷ୍ଠିତ ହେବ। ଏହି ଭବ୍ୟ ସମାରୋହରେ ପିଏମ୍‌ ନରେନ୍ଦ୍ର ମୋଦି ଯୋଗ ଦେଇ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଅପରପକ୍ଷରେ ମୋଦିଙ୍କ ଅଯୋଦ୍ଧା ଗସ୍ତକୁ ବିରୋଧ କରିଛନ୍ତି ଲୋକସଭା ସାଂସଦ ଅସଉଦ୍ଦୀନ ଓୱେସୀ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ…

ତିନି ମହଲା ବିଶିଷ୍ଟ ହେବ ଅଯୋଧ୍ୟା ରାମ…

ଅଯୋଧ୍ୟା: ଅଯୋଧ୍ୟାରେ ନିର୍ମାଣ ହେବ ବହୁ ପ୍ରତୀକ୍ଷିତ ରାମ ମନ୍ଦିର। ଅଗଷ୍ଟ ୫ ତାରିଖରେ ଅନୁଷ୍ଠିତ ହେବ ଭୂମି ପୁଜନ। ଏହି ଅବସରରେ ଉପସ୍ଥିତ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭୂମି ପୂଜା ସମାରୋହରେ ଗର୍ଭ ଘରେ ରୂପାର ୫ଟି ଇଟା ମଧ୍ୟ ଲଗାଯିବ। ସୂଚନାମୁତାବିକ ପ୍ରଥମ ଇଟା ପ୍ରଧାନମନ୍ତ୍ରୀ…

ପ୍ରଭୁ ରାମଚନ୍ଦ୍ର ଭାରତୀୟ ନୁହନ୍ତି:…

ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ନେପାଳର ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି। ନୂଆ ମାନଚିତ୍ରକୁ ନେଇ ଚର୍ଚ୍ଚାରେ ଥିବା ଓଲି ଏବେ ବିବାଦୀୟ ବୟାନ ଦେଇ ପୁଣିଥରେ ଚର୍ଚ୍ଚାରେ। ଗତକାଲି ପ୍ରକୃତ ଅଯୋଧ୍ୟା ଭାରତର ନୁହେଁ ବରଂ ନେପାଳର ବୋଲି କହିଥିଲେ ଓଲି। ଏଥିସହିତ ପ୍ରଭୁ…