ଆଜମଗଡ଼ରେ ତାଲିମ ବିମାନ ଦୁର୍ଘଟଣାରେ…
ଲକ୍ଷ୍ନୌ: ଆଜି ଲିମ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହା ଉତ୍ତର ପ୍ରଦେଶର ଆଜମଗଡ଼ ଜିଲ୍ଲା ସରାଇମିର ଥାନା ଅନ୍ତର୍ଗତ ସେଣ୍ଟର୍ୱା ଖୈରୁଦ୍ଦିନପୁର ଅଞ୍ଚଳ ନିକଟରେ ଏହି ଦୁର୍ଘଟଣାଟି ଘଟିିଛି । ଦୁର୍ଘଟଣାରେ ବିମାନର ପାଇଲଟ୍ଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।
ପାଇଲଟ୍ମାନଙ୍କୁ ତାଲିମ…