ରାଜ୍ୟସରକାରଙ୍କ ସ୍କୁଲ ବନ୍ଦ ନିଷ୍ପତି…
ଭୁବନେଶ୍ୱର : ପାଠ ପଢିବା ପିଲାମାନଙ୍କର ମୌଳିକ ଅଧିକାର। କିନ୍ତୁ ରାଜ୍ୟସରକାର ଏଠି ପିଲାଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ ରଖି ସେମାନଙ୍କ ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦେବା ପାଇଁ ପ୍ରୟାସ କରୁଛନ୍ତି। କେନ୍ଦ୍ରସରକାର ଶିକ୍ଷା ଅଧିକାର ଆଇନ ଲାଗୁ କରିଥିବାବେଳେ ରାଜ୍ୟସରକାର ଏଠି ବାଧକ ସାଜୁଛନ୍ତି…