ୟୁଟ୍ୟୁବର୍ସଙ୍କ ଉପରେ ଆରୋପ ଲଗାଇଲେ ବାବା…
ନୂଆଦିଲ୍ଲୀ: ସୋଶିଆଲ୍ ମିଡିଆ ଜରିଆରେ ଚର୍ଚ୍ଚାକୁ ଆସି ରାତାରାତି ଷ୍ଟାର ପାଲଟିଥିବା ‘ବାବା କା ଢାବା’ ମାଲିକ କାନ୍ତା ପ୍ରସାଦ ଆତ୍ମହତ୍ୟା ଉଦ୍ୟମ କରିଥଲେ। ଡାକ୍ତରଖାନାରୁ ଡିସଚାର୍ଜ ହୋଇ ସେ ଏବେ ଘରକୁ ଫେରିଛନ୍ତି। ବାବା ଘରକୁ ଫେରିବା ପରେ ପୁଲିସକୁ ନିଜ ବୟାନ ଦେଇଛନ୍ତି। ସେ କାହିଁକି ଆତ୍ମହତ୍ୟା…