ରାଜନୀତି କଳି: ନିର୍ବାଚନ ପୂର୍ବରୁ…
ଓଏଲ୍ ବ୍ୟୁରୋ: ରାଜନୈତିକ କଳି ପାଇଁ ଦୂର ହୋଇଗଲା ରକ୍ତର ସମ୍ପର୍କ। ଏପରିକି ପରିବାରରେ ବି ଦେଖିବାକୁ ମିଳିଛି ଫାଟ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ସାନ ଭାଇ ବାବୁନଙ୍କ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିଛନ୍ତି। ଯାହା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଠିକ୍…